ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବାହାର ଚନ୍ଦନ ଯାତ୍ରା ଚାଲିଛି । ଶାସ୍ତ୍ର କହେ "ବୈଶାଖେ ଚ ସିତେ ପକ୍ଷେ ତୃତୀୟାୟାଂ ଜଗତ ଗୁରୋ, ନାବ କ୍ରୀଡା ପକୁବୀର ସର୍ବକlମାର୍ଥ ସିଦ୍ଧୟେ.…