୮୨ ବର୍ଷରେ ଡିଗ୍ରୀ ହାସଲ କଲେ ଟେନିସ ଖେଳାଳି
ନୂଆଦିଲ୍ଲୀ: ଜ୍ଞାନ ଆହରଣ କରିବାରେ ବୟସର କୌଣସି ସୀମା ନ ଥାଏ । ଆମେରିକାର ଟେନିସ ଖେଳାଳି ୱିଲି ଜିନ କିଙ୍ଗ ଏହା ପ୍ରମାଣିତ କରିଛନ୍ତି । ସେ ୮୨ ବର୍ଷ ବୟସରେ ଡିଗ୍ରୀ ହାସଲ କରିଛନ୍ତି । ଟେନିସ ର୍ୟାକେଟ ବଦଳରେ ସେ ସାର୍ଟିଫିକେଟ ଦେଖାଇ ଖୁସୀ ମନାଇଥିଲେ । କ୍ୟାଲିଫୋର୍ଣ୍ଣିଆ ଷ୍ଟେଟ…