Latest Odisha News

BREAKING NEWS

ପରମ୍ପରା ଓ ବିରତ୍ଵ ର ନିଆରା ପର୍ବ “ଲାଖମରା “

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକା ଅଧିବାସୀ ।  ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ "ଲାଖମରା " ପର୍ବ…

ଲେମ୍ବୁ ଓ ମହୁ ମିଶ୍ରଣ ପିଇବା ବେଳେ ରୁହନ୍ତୁ ସତର୍କ, ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି ଏହାର କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳେ ଖାଲି ପେଟରେ ଲେମ୍ବୁ ପାଣି ଏବଂ ମହୁ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ…

ପୁରୀରେ କଂଗ୍ରେସର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବ୍ୟକ୍ତି

ପୁରୀ: ପୁରୀରେ ପେଂଠକଟା ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଛନ୍ତି । କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ…

ନିଶ୍ଚେତକ ନଦେଇ ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ମହାପ୍ରଭୁଙ୍କର ବାଳ ଧୂପ ଓ ରାଧା ଦାମୋଦର ବେଶ 

ପୁରୀ : କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ପାଖରେ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ ,…

ଭାରତରେ ମଲ୍ ରୋଡ କାହିଁକି ନିର୍ମାଣ ହୋଇଛି? ଜାଣନ୍ତୁ ରୋଚକ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିଲ୍ ଷ୍ଟେସନରେ କାହିଁକି ମଲ୍ ରୋଡ କାହିଁକି ରହିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସେଗୁଡ଼ିକ କାହିଁକି ତିଆରି ହେଲା ? ଏଠାରେ ଆମେ ଆପଣଙ୍କୁ କହିବୁ କାହିଁକି ମଲ୍ ରାସ୍ତା ନିର୍ମାଣ ହେଲା ଏବଂ ଯାହା ଭାରତରେ ସବୁଠାରୁ…

ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍, ଅଳ୍ପେକ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ: ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଜଳିଗଲା ମାଛ ଧରୁଥିବା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ମତ୍ସ୍ୟଜୀବୀ । ସୂଚନା ଅନୁସାରେ, ଧାମରା ଦୋଇସିଙ୍ଗାର କିଛି ଧିବର ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ମତ୍ସ୍ୟଜୀବୀ ମାନେ ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ମାଛ ମାରିବା ବେଳେ…

ଦୂର୍ଗା ପୂଜାରେ ହାଡ଼ିଆ ଭୂତକୁ ଆବାହନ

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂଜା ପାଉଛନ୍ତି ଭୂତ  । ପୁରୀରେ ଦେଖିବାକୁ ମିଳିଛି ଏହି ନିଆରା ପ୍ରଥା  । ତେବେ ଏହି ଭୂତର ନାଁ ବି ଅଛି । ନାଁ ତାର ହାଡ଼ିଆ ଭୂତ।ଏହି ଭୂତ ମୂର୍ତ୍ତିକୁ ଦେଖିଲେ ମନରେ ଭୟ ସଞ୍ଚାର ହୋଇଥାଏ । ଶ୍ରୀକ୍ଷେତ୍ରରେ ଯେବେ ଦଶହରାରେ ଦେବୀଙ୍କୁ ଚଣ୍ଡୀପାଠ…

ସମ୍ବଲପୁର ମହିଳାଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋ

ସମ୍ବଲପୁର: ବେଶୀ ଦିନ କଥା ନୁହେଁ, ସମ୍ବଲପୁର ଜିଲା ହୀରାକୁଦ ଗ୍ରାମର ନିଳିମା ସାହୁ ତାଙ୍କର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଥିଲେ । କିନ୍ତୁ ଦିନେ ତାଙ୍କ ପାଇଁ ଏବଂ ତାଙ୍କ ଭଳି ପରିବାରଗୁଡିକ ନିମନ୍ତେ ଜୀବନରେ ପରିବର୍ତ୍ତନ ଆସିଲା । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ୟୁନିଟ୍‍…