Latest Odisha News

BREAKING NEWS

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବାତିଲ ହେଲ ୧୧ ଟ୍ରେନ

ଭୁୁବନେଶ୍ୱର: ବାଲେଶ୍ୱରର  ବାହାନଗାରେ ବଡ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଦୁଇ ଦୁଇଟି ଟ୍ରେନ ସମେତ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ଇତିହାସରେ ବଡ଼ ଟ୍ରେନ୍ ଦୁର୍ଘଟଣା; ୨୦୧୭ରେ ହିରାଖଣ୍ଡ, ୨୦୨୩ରେ ଛାତି ଥରାଇଲା କରମଣ୍ଡଳ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪)…

୧୪ ବର୍ଷ ତଳ ଘଟଣାର ପୁନରାବୃତ୍ତି: ସେତେବେଳେ କରମଣ୍ଡଳ ନେଇଥିଲା ୧୬ ଜଣଙ୍କ ଜୀବନ

ଭୁବନେଶ୍ୱର: ପୁଣି ଥରେ ଦୀର୍ଘ ୧୪ ବର୍ଷ ପରେ ରେଲଟ୍ରାକ୍‌ରେ ଭୟଙ୍କର ଦୁର୍ଘଟଣାର ପୁନରାବୃତ୍ତି ଘଟିଛି । ୨୦୦୯ ମସିହା ଫେବୃୟାରୀ ୧୩ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୧୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି…

ଟ୍ରେନ୍ ଦୁର୍ଘଟଣାରେ ୫୦ରୁ ଅଧିକ ମୃତ ! କାଲି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ବାଲେଶ୍ୱର: ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ଦୁର୍ଘଟଣାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଉଭୟ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ଲକ୍ଷ୍ୟ ସେନ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଲକ୍ଷ୍ୟ ସେନ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଉଦୀୟମାନ ଖେଳାଳି କିରଣ ଜର୍ଜଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି । ୨୧ ବର୍ଷୀୟ ଲକ୍ଷ୍ୟ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ମାଲେସିଆର…

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ସହ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଲାଇନଚ୍ୟୁତ୍, ୩୦ ମୃତ

ବାଲେଶ୍ୱର: ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ । ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ବାହାନଗା…

ଆହତଙ୍କୁ ନେବାକୁ ଆମ୍ବୁଲାନ୍ସ ଅଭାବ, ବସରେ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ

ବାଲେଶ୍ୱର: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ ୫୦ଟି ଆମ୍ବୁଲାନ୍ସ ଆହତଙ୍କୁ ମେଡିକାଲ୍ ନେବା ଲାଗି ନିୟୋଜିତ ହୋଇଛି ।…

ଦି କେରଳ ଷ୍ଟୋରୀ: କେଉଁଠାରୁ ଆଣିଥିଲେ ୩୨୦୦୦ ସଂଖ୍ୟା ତାର ପ୍ରମାଣ ଦେଲେ ମେକର୍ସ

ମୁମ୍ବାଇ: ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିବା ପରେ ଶୁକ୍ରବାର ଏହାର ମେକର୍ସ ୩୨୦୦୦ ମହିଳାଙ୍କ ସମ୍ପର୍କରେ ଚାଂଚଲ୍ୟକର ଡାଟା ପ୍ରଦାନ କରିଛନ୍ତି । ଧର୍ମାନ୍ତରଣ କରି ଆଇଏସଆଇଏସରେ କିପରି କେରଳର ମହିଳାମାନଙ୍କୁ ସାମିଲ କରାଯାଇଥିଲା ତାହା ଏହି ଫିଲ୍ମର ବିଷୟବସ୍ତୁ…

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ପାଇଁ ଯୁବକ ଖାଇଲେ ବିଷାକ୍ତ ମାଛ: କ’ଣ ହେଲା ଜାଣନ୍ତୁ

ଜାପାନ୍‌: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏବେ ଜାପାନର ଜଣେ ଯୁବକ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ବିଷାକ୍ତ ମାଛ ଖାଇ ନିଜ…

ତୁର୍କୀରେ ସାମନ୍ଥା-ବିଜୟ, ସେୟାର କଲେ ଫଟୋ

ମୁମ୍ବାଇ:ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବେ ଖୁବ୍ ଚର୍ଚ୍ଚାରେ । ତୁର୍କୀରେ ଏବେ ସେମାନେ ମଜାମସ୍ତି କରୁଥିବା ନଜର ଆସିଛନ୍ତି । ଏହାର ଫଟୋକୁ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବିଜୟ ଓ ସାମନ୍ଥାଙ୍କ ଆଗାମୀ ଫିଲ୍ମ ‘ଖୁସି’…