ପୁରୀ: ପୁରୀରେ ପେଂଠକଟା ନିକଟରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରୁ ଦୂରେଇ ଯାଉଛନ୍ତି । କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ଯୁବ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ଆଲୋକ କୁମାର ଦାସ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ଛବୀନ୍ଦ୍ର ପଢ଼ିହାରୀ, ଯୁବ ନେତା ଭାଗିରଥୀ ସେନାପତି, ପୁରୀ ଜିଲା ଲିଗାଲ ସେଲ ସଭାପତି କାଳୀ ପ୍ରସାଦ ନାୟକ, ଛାତ୍ର କଂଗ୍ରେସ ବିଧାନସଭା ସଭାପତି ଅଗଷ୍ଟିନ ଜୋସେଫ, ସ୍ଲମ ନେତା ମନୋଜ ମଣ୍ଡଳ, ସ୍ମୃତି ରଂଜନ ପତି ଓ ପେଂଠକଟାର ଯୁବନେତା କୃପା ରାଓ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଦଳରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ କଂଗ୍ରେସ ଉତରୀୟ ସହ ସମ୍ମାନୀତ କରାଯାଇଥିଲା ।
BREAKING NEWS
- ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…
- ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!
- ୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…
- ବିଦେଶୀ ନେତାଙ୍କୁ କାହିଁକି ଦିଆଗଲା ଶାକାହାରୀ ଖାଦ୍ୟ? ମେନୁକୁ ନେଇ କଂଗ୍ରେସର ଆକ୍ଷେପ, ବର୍ଷିଲା ବିଜେପି
- Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ
- ସମୁଦ୍ର ମଝିରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ: ଇଣ୍ଡୋନେସିଆରେ ହାହାକାର, ୯୭ ଉଦ୍ଧାର ଓ ଏବେ ବି ୧୪୦ ନିଖୋଜ
- ମଝି ଆକାଶରେ ଫେଲ୍ ମାରିଲା ଇଞ୍ଜିନ୍: ଜୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ
- BRICS Summit 2026: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା: ଭାରତ-ମାଲେସିଆ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଚର୍ଚ୍ଚା
- ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ବଡ଼ ସଫଳତା: ଓଡ଼ିଶାକୁ ମିଳିଲା ୨.୪୩ ଲକ୍ଷ କୋଟିର ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ
- କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା

Comments are closed.