ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ
କଟକ: ଶନିବାର ଅଷ୍ଟପ୍ରହରୀ ପ୍ରସାଦ ଖାଇବାର କିଛି ଘଣ୍ଟା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । କଟକ ଜିଲ୍ଲା ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହେଉଥିଲା । ଶୁକ୍ରବାର ରାତିରେ ଅଷ୍ଟପ୍ରହରୀ ଶେଷ ହେବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳି ଗାଁର ଲୋକ…