Latest Odisha News

BREAKING NEWS

ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁରରେ ହାତୀ ମାତିଛନ୍ତି । ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।  ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଦେଇଛି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ପାଇଁ…

ସହିଦ ଭଗତ ସିଂହଙ୍କ ଜୟନ୍ତୀରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ସହିଦ ଭଗତ ସିଂହଙ୍କ ଜୟନ୍ତୀ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଭଗତ ସିଂ ଙ୍କର, ବାଲୁକାରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ସହିତ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭଗତ ସିଂହଙ୍କ ଜୟନ୍ତୀ ଅବସରରେ…

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍  ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ।…

ରାୟଗଡାରେ ଶକ୍ତି ପଦର୍ଶନ

ରାୟଗଡା :  ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପଦର୍ଶନ କରିଛନ୍ତି । ଗୋଟିଏ ପଟେ ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ ।  ରାୟଗଡ଼ା ଜିଲ୍ଲା ବିଜେଡ଼ି ତରଫରୁ ଏକ…

ମୁହଁ, ଗୋଡ଼ ବନ୍ଧା ୧୨ଟି ବୁଲା କୁକୁର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରୁ ଉଦ୍ଧାର

ବ୍ରହ୍ମପୁର: ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ ଦେଖିବାକୁ ମିଳିଥିଲା। ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି। ଘଟଣା ହେଲା, ମଙ୍ଗଳବାର ବାଳିକା ହଷ୍ଟେଲ…

ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତି କଇଁଛର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତି କଇଁଛର ମୃତ୍ୟୁ ହୋଇଛି ।  ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏହି କଇଁଛଟିର ୨ଟି ମୁଣ୍ଡ ରହିଥିଲା । ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ । ସେପ୍ଟେମ୍ବର 11ରେ…

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦୁପୁର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି ।  ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟିଠାରେ ଭୂପୃଷ୍ଠରେ ରଖାଯାଇଥିବା…

ମହିଳାମାନଙ୍କୁ ପେଟାର ଅନୁରୋଧ,ଯେଉଁ ପୁରୁଷ ମାଂସ ଖାଉଛନ୍ତି ତାଙ୍କ ସହିତ ସମ୍ପର୍କ ରଖନି

ନୂଆଦିଲ୍ଲୀ: ପଶପକ୍ଷୀଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଆଜି ମହିଳାମାନଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଛି । ଯାହା ଦ୍ୱାରା ମାଂସ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବ ଏବଂ ସମସ୍ତ ଜୀବ ନିଜକୁ ସୁରକ୍ଷିତ ମନେ କରିବେ । ପେଟା ମହିଳାମାନଙ୍କୁ କହିଛି ଯେଉଁ ପୁରୁଷ…

ବ୍ରହ୍ମପୁରର ସପିଂ ମଲ୍‌ରେ ବିକ୍ରି ହେବ ଏସଏଚଜି ଦ୍ବାରା ପ୍ରସ୍ତୁତ ସାମଗ୍ରୀ

ବ୍ରହ୍ମପୁର: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓରମାସ୍‌ ଏବଂ ମିଶନ୍‌ଶକ୍ତି ଏଦିଗରେ ସହାୟତା ପ୍ରଦାନ କରୁଛନ୍ତି। ଆଉ ଗୋଟିଏ ପାଦ ଆଗକୁ ଯାଇ ବ୍ରହ୍ମପୁର ସହରରେ ଥିବା ସପିଂ ମଲ୍‌ଗୁଡ଼ିକରେ ସ୍ବୟଂ ସହାୟକ…

ଆସନ୍ତାକାଲି ବେଙ୍ଗାଲୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ନିବେଶକମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରର ହୋଟେଲ ତାଜ ଓ୍ବେଷ୍ଟ ଏଣ୍ଡରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି ।…