ଯୁବକଙ୍କୁ ଗିଳିଦେଲା କୁମ୍ଭୀର : ପାଟି ପଟେ ହାତ ହଲାଇ ସାହାଯ୍ୟ ମାଗିଲେ, ଲୋକେ ଦେଖି ଭୟଭୀତ
କୁମ୍ଭୀର କେତେ ଭୟଙ୍କର ତାହା କିଏ ବା ନ ଜାଣେ । ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକଙ୍କୁ କୁମ୍ଭୀର ଗିଳି ଦେଇଛି ଓ ସେ ହାତ ଠାରି ଉଦ୍ଧାର କରିବାକୁ ସାହାଯ୍ୟ ମାଗୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋଲେ ବି ଭୟଭୀତ ହୋଇଯାଇଛନ୍ତି ।
ଭାଇରାଲ…