Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ବୃହତ ବିଜୟ

କଲମ୍ବୋ: ଆୟର୍ଲାଣ୍ଡକୁ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ଗୋଟିଏ ଇନିଂସ ଓ ୨୮୦ ରନରେ ପରାସ୍ତ କରିଛି । ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ଏହା ବୃହତ ବିଜୟ । ଏହି ବିଜୟ ସହ ଶ୍ରୀଲଙ୍କା ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଭାତ ଜୟସୂର୍ଯ୍ୟ ମ୍ୟାଚରେ ୧୦ ୱିକେଟ…

ଆଗାମୀ ନିର୍ବାଚନରେ ପୋଲସରାରୁ ବାଦ ପଡିବେ କି ଶ୍ରୀକାନ୍ତ ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି ପୋଲସରା ନିର୍ବାଚନ ମଣ୍ଡଳୀ। ପୋଲସରା ବିଧାୟକ ତଥା ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ପୁଣି ଖୋଦ ନିଜ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।…

ପାଇଲଟଙ୍କର ଦରକାର ମୁଖ୍ୟମନ୍ତ୍ରୀ ପଦ !

ଭୁବନେଶ୍ୱର: କଣ ଚାହୁଁଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ଗେହଲଟ ସରକାରକୁ ବାରମ୍ବାର ଘେରୁଥିବା ପାଇଲଟ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରକୁ କାଠଗଡାକୁ ଟାଣିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଗତି କୁଆଡେ ବୋଲି ପ୍ରଶ୍ନ ଉଠିଛି। ଆଗକୁ ନିର୍ବାଚନ ଥିବାବେଳେ ଗେହଲଟ…

ରାହୁଲ ଗାନ୍ଧୀ ହରାଇଲେ ଆଉ ଅନୁରାଗ ?

ଭୁବନେଶ୍ୱର: ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ସହ ନିଜ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗିରହିଛି। ଠିକ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେସ ବର୍ମାଙ୍କ ଦ୍ବାରା ଦିଆଯାଇଥିବା ଗୋଲି…

ବିରୋଧୀଙ୍କୁ ବାନ୍ଧିବାକୁ ଏତେ ବ୍ୟାକୁଳ?

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଚଢାଉରେ ବ୍ରେକ ଲାଗୁନି। ଦେଶର ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତା ସିବିଆଇ ଇଡି ଜାଲରେ ଛନ୍ଦି ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଯେଉଁ କେତେକ ନେତା କୋର୍ଟରୁ ରହିତାଦେଶ ଆଣିଛନ୍ତି ତାଙ୍କୁ ବି ସିବିଆଇ ଛାଡୁ ନ ଥିବା କୁହାଯାଉଛି। ପଶ୍ଚିମବଙ୍ଗ…

କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଏକାଠି ନଜର ଆସିଲେ ସଲମାନ, ପୂଜା

ମୁମ୍ବାଇ: କଂଗ୍ରେସ ନେତା ବାବା ସିଦ୍ଦିକି ଓ ତାଙ୍କ ପୁଅ ବିଧାୟକ ଜିସାନ ସିଦ୍ଦିକିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଏହି ପାର୍ଟିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ । ଏଥିରେ ସଲମାନ ଖାନ୍ ଓ ପୂଜା ହେଗେଡ ସାମିଲ ହୋଇଥିବା ନଜର ଆସିଥିଲେ ।…

ସମୁଦ୍ରରେ ସନ୍ତରଣ ବେଳେ ମହିଳାଙ୍କୁ କାମୁଡ଼ି ଦେଲା ସାର୍କ

ମାଲଦ୍ୱୀପ : ଯେଉଁମାନେ ସମୁଦ୍ରରେ ସନ୍ତରଣ କରନ୍ତି ସେମାନେ ଜାଣନ୍ତି ଯେ ସେମାନଙ୍କୁ ସମୁଦ୍ର ପ୍ରାଣୀମାନଙ୍କ ସହିତ ମୁହାଁମୁହିଁ ହେବାକୁ ପଡିବ । କିନ୍ତୁ କିଏ ଏତେ ବିପଜ୍ଜନକ ପ୍ରମାଣିତ ହେବ ତାହା ପୂର୍ବାନୁମାନ କରିବା ସବୁବେଳେ ସମ୍ଭବ ନୁହେଁ । ସମୁଦ୍ରରେ ସନ୍ତରଣ ବେଳେ ଜଣେ ମହିଳାଙ୍କୁ ଏକ…

‘କର୍ଣ୍ଣାଟକ ନିର୍ବାଚନ’ କାହାର ହେବେ ଲିଙ୍ଗାୟତ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି। ଏହି ସମ୍ପ୍ରଦାୟର ଅଧିକ ପ୍ରତିଶତ ଭୋଟ ବିଜେପିକୁ ଯିବାର ଦେଖାଯାଏ। କିନ୍ତୁ ଏଥର ନିର୍ବାଚନରେ ଚିତ୍ର ବଦଳୁଛି। କର୍ଣ୍ଣାଟକର ଜଣାଶୁଣା ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…

ଓସିଏର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ ହେଲେ ଭେଙ୍କଟରାମ

ଭୁବନେଶ୍ୱର: ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଭି ଭେଙ୍କଟରାମଙ୍କୁ ଓଡିଶା କ୍ରିକେଟ ଏକାଡେମୀର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଓସିଏ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ଭେଙ୍କଟରାମ ୭୧ ପ୍ରଥମଶ୍ରେଣୀ କ୍ରିକେଟ ଖେଳି ୨୨୨ ୱିକେଟ ଅକ୍ତିଆର କରିଛନ୍ତି । ଏଥିରେ…

ଆଗାମୀ ୨ ଦିନ ପାଇଁ ଆଭ୍ୟନ୍ତରୀଣ ୮ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ! ୨୧ରୁ ମିଳିବ ତାତିରୁ ଆଶ୍ୱସ୍ତି

ଭୁବନେଶ୍ୱର : ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ୮ଟି ଆଭ୍ୟନ୍ତରୀଣ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୮ଟି ଜିଲ୍ଲା ହେଲା ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ । ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ…