ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍ ମିଟର୍
ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ…