କାର ଭିତରେ ଯୁବକ ପାଳିଛନ୍ତି ମହୁମାଛି
ଚୀନ୍: କିଛି ପ୍ରାଣୀ ଓ କୀଟପତଙ୍ଗ ଅଛନ୍ତି, ଯାହା ଆମ ପାଇଁ ବିପଦ ନୁହେଁ । କିନ୍ତୁ ଯଦି ସେମାନେ ଲୋକଙ୍କ ସଂର୍ଶ୍ପରେ ଆସନ୍ତି, ତେବେ ସେମାନେ ମାରାତ୍ମକ ହୋଇଯାଆନ୍ତି । ସେଥିମଧ୍ୟରୁ ମହୁମାଛି ଅନ୍ୟତମ । ଯଦି ଏହି ମହୁମାଛି କାହାକୁ ଆକ୍ରମଣ କରନ୍ତି, ତେବେ ତାଙ୍କର ମୃତ୍ୟୁ ବି ହୋଇପାରେ ।…