ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ମୋ ବସ
ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ଛକ ନିକଟରେ ମୋ ବସର ଧକ୍କାରେ ଗୋଟିଏ ବଡ ବିପଦରୁ ବର୍ତ୍ତିଯାଇଛନ୍ତି ଆଇଏଏସ ଅଧିକାରୀ। ଯଦିଓ ତାଙ୍କ କାରଟି ଧକ୍କା ହୋଇଛି ଆଉ ଗାଡିଟିର ପଛ ସାଇଡ ଚେପା ହୋଇଯାଇଛି କିନ୍ତୁ ଆଇଏଏସ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର ସୁରକ୍ଷିତ ରହିଛନ୍ତି, ସାମାନ୍ୟ ଆହତ…