Latest Odisha News

BREAKING NEWS

ବଢ଼ିଲା ଅଭିନେତ୍ରୀ ତାପସୀଙ୍କ ଅଡୁଆ

ମୁମ୍ବାଇ: ଅଙ୍ଗ ପ୍ରଦର୍ଶନ ପୋଷାକ ସହ ମାଆ ଲକ୍ଷ୍ମୀଙ୍କ ଲକେଟ ପିନ୍ଧିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ ବଢ଼ାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ ଥାନାରେ ଏ ନେଇ ତାଙ୍କ ବିରୋଧରେ ହିନ୍ଦୁ ରକ୍ଷକ ସଂଗଠନ ମୋକଦ୍ଦମା ରୁଜୁ କରିଛି । ଏହାର ସଂଯୋଗକ ଏକଲବ୍ୟ ଗୌଡ ଏହି ଅଭିଯୋଗ…

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର…

ଆଗ୍ରେସିଭ ରାଜ୍ୟ ବିଜେପି, କେନ୍ଦ୍ରର ସହଯୋଗ ମିଳିବ ତ?

ଭୁବନେଶ୍ୱର: ଆକ୍ରମଣତ୍ମକ ମୁଦ୍ରାରେ ରାଜ୍ୟ ବିଜେପି। ନୂଆ ଆଗ୍ରେସିଭ ଟିମକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ଶାସନକୁ ଆସିବାକୁ ଯୋଜନା କରୁଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶାସକ ଦଳ ଉପରେ ଲଗାତର ବର୍ଷି ଚାଲିଛନ୍ତି। ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ…

ସ୍ୱାମୀଙ୍କୁ ପାଇବା ପାଇଁ ପ୍ରେମିକାର ରୂପ ନେଲେ ପତ୍ନୀ

ନ୍ୟୁୟର୍କ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସ ଉପରେ ନିର୍ଭର କରେ । ଯଦି ଏହି ଦୁଇଟି ଦିଗ ମଧ୍ୟରୁ କୌଣସି ଗୋଟିଏ କମେ, ତେବେ ସେହି ସମ୍ପର୍କ ଭାଙ୍ଗିଯାଏ । କିନ୍ତୁ ଆମେରିକାରେ ଜଣେ ମହିଳାଙ୍କ ସଂସାର ଭାଙ୍ଗିବାକୁ ଯାଉଥିବା ଜାଣି ମହିଳା ଜଣଙ୍କ ଅଦ୍ଭୁତ ଉପାୟ…

ମାର୍ଚ୍ଚ ୩୦ରେ ଅଜୟଙ୍କ ଡ଼ବଲ ଧମାକା: ରିଲିଜ୍ ହେବ ଫିଲ୍ମ ‘ଭୋଲା’ , ‘ମଇଦାନ’ର ଟିଜର

ମୁମ୍ବାଇ; ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କର ଆଗାମୀ ଫିଲ୍ମ ‘ଭୋଲା' କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତିି । ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି । ଏବେ ଲୋକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଏବେ ଅଜୟ ତାଙ୍କ ପ୍ରଶଂସକଙ୍କ ସହ ଆଉ…

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ…

ପ୍ରିୟଙ୍କା ଘଟଣାରେ କରନଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ରାଜନୀତିରେ ଅତିଷ୍ଠ ହୋଇ ମୁମ୍ବାଇ ଛାଡିଥିଲି ବୋଲି ପ୍ରିୟଙ୍କା ଚୋପ୍ରା ବୟାନ ଦେଇଛନ୍ତି । ଏହି ବୟାନ ଏବେ ଝଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । ଏବେ ଏହି ଘଟଣାରେ ବିବାଦୀୟ କୁଇନ କଙ୍ଗନା ରାନାୱାତ ପାଦ ଥାପିଛନ୍ତି । ସେ ସିଧାସଳଖ ପ୍ରିୟଙ୍କା ଘଟଣାରେ କରନ ଜୋହରଙ୍କୁ…

ପୁଣି ନୂଆ ବିବାଦ ଘରରେ ରାହୁଲ ! କ୍ଷମା ନମାଗିଲେ, FIR ଧମକ ଦେଲେ ବୀର ସାବରକରଙ୍କ ନାତି

ନୂଆଦିଲ୍ଲୀ : ସତେ ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଡ଼ିଛି ରାହୁ ଦଶା ! ପ୍ରଥମେ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡିଥିବାବେଳେ ଏବେ ପୁଣି ଏକ ନୂଆ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ରାହୁଲ। ଏଥର ବୀର ଦାମୋଦର ସାବରକରଙ୍କ ନାତି…

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ…

ଏମିତି ଏକ ମନ୍ଦିର,ଯାହା ସମ୍ପୂର୍ଣ୍ଣ କାଚରେ ନିର୍ମିତ

ଇନ୍ଦୋର: ଇନ୍ଦୋର ସହରରେ ରହିଛି କାଚର ମନ୍ଦିର, ଯାହା କେବଳ ମଧ୍ୟପ୍ରଦେଶ ନୁହେଁ ସମଗ୍ର ଦେଶରେ ପ୍ରସିଦ୍ଧ । ଏହି ମନ୍ଦିର ଆଧ୍ୟାତ୍ମିକତା ସହିତ ଏହାର ସ୍ଥାପତ୍ୟ, ଗଠନ ଏବଂ ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ । ସେଥିଲାଗି ବର୍ଷ ତମାମ ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବାସ୍ତବରେ,…