ଲଗାତର ୪ଟି ମ୍ୟାଚ ହାରିବା ପରେ ଜିତିଲା କେକେଆର
ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୧ ରନରେ ଜିତିଛି। ଲଗାତର ୪ଟି ମ୍ୟାଚ ହାରିବା ପରେ କୋଲକାତା ଏହି ମ୍ୟାଚ ଜିତି ବିଜୟର ସ୍ୱାଦ ଚାଖିଥିବା ବେଳେ ଚଳିତ ଆଇପିଏଲ ସିଜିନରେ ଏହା ଦଳର ତୃତୀୟ…