ଆସନ୍ତା ମାସରୁ ପୁରୀରୁ ହାଓ୍ୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!
ଭୁବନେଶ୍ୱର: ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସରେ ଓଡ଼ିଶାରେ ଗଡିବାକୁ ଯାଉଛି ହାଇସ୍ପୀଡ ସୁପରଫାଷ୍ଟ ଟ୍ରେନ୍ 'ବନ୍ଦେ ଭାରତ ଏକ୍ସପ୍ରେସ୍'। ଏହି ଟ୍ରେନ ପୁରୀରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଦେଇ ହାଓ୍ୱଡାରେ ଶେଷ ହେବ। ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…