Latest Odisha News

BREAKING NEWS

ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାଜନକ ରେକର୍ଡ; ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟର

ଚେନ୍ନାଇ: ଟି-୨୦ରେ ନମ୍ବର ୱାନ୍, ହେଲେ ଦିନିକିଆରେ ଫେଲ୍‌। ଆମେ କହୁଛୁ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ କଥା। ଅଷ୍ଟ୍ରେଲିଆରେ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାକର ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟର ଭାବେ ପୁରା ଦିନିକିଆ…

ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ବଦଳିଲେ ରାଜ୍ୟ ବିଜେପି ସଭାପତି । ଏବେ ଓଡ଼ିଶାରେ ବିଜେପିର  ମଙ୍ଗ ଧରିବେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନଙ୍କୁ ଏହି ପଦରେ ନିଯୁ୍କ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି  ନଡ୍ଡା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ…

ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ; ୪ଟା ଯାଏ ମୁଲତବି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ । ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳଙ୍କ ନାରାବାଜିରେ କମ୍ପିଲା ଗୃହ । ଉଭୟ କଂଗ୍ରେସ ଓ ବିଜେପି ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଥିଲେ ।…

ଘରେ ଲଗାଇଛନ୍ତି କି ସ୍ମାର୍ଟ ଟିଭି? ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଘରେ ଟିଭି ମଧ୍ୟ ବଦଳିବାରେ ଲାଗିଛି । ଦିନ ଥିଲା ଯେଉଁ ଘରେ ଏଲସିଡ଼ି ଟିଭି ଥିଲା ଏବେ ସେଠାରେ ଏଲଇଡ଼ି ଟିଭି ଲାଗିଛି, ଆଉ ଯେଉଁ ଘରେ ଏଲଇଡ଼ି ଟିଭି ଥିଲା ଏବେ ସେଠାରେ ସ୍ମାର୍ଟ ଟିଭି ଲାଗିଛି । ସ୍ମାର୍ଟ ଟିଭିରେ ବର୍ତ୍ତମାନ ଅତ୍ୟାଧୁନିକ ଵୈଶିଷ୍ଟ୍ୟଥିବାବେଳେ ଆପଣ…

ଆସୁଛି ଆଉ ଏକ ପଶ୍ଚିମା ଝଡ଼; ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆଜି ମଧ୍ୟରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗରୁ ଏହି ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବାକୁ ଥିବା ବେଳେ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗି ବିଭାଗ। ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା…

ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଧାନ କିଣା ବିକାରେ ଅନିୟମିତତା ନେଇ ପ୍ରତିବାଦ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ…

ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ

କଟକ: ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିସାରିଛି। କେବଳ ସେତିକି ନୁହେଁ ବିଧାନସଭାରେ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ- ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ…

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମମତା ବାନାର୍ଜୀ

ଭୁବନେଶ୍ୱର : ଆଜି ଦୁଇ ରାଜ୍ୟ ମୁଖ୍ୟଙ୍କ ହେବ ଭେଟଘାଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ତାଙ୍କ ଶେଷ ଦିନ । ତେବେ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟକୁ ନେଇ…

ମାତ୍ର ଗୋଟେ ଫୁଟ ଜାଗା ପାଇଁ ମହାଭାରତ; ଜଣଙ୍କ ମୃତ୍ୟୁ, ୨ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ପରିବାରରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବଡ଼ହିଂସର ଗାଁର…

ଆଉ ନାହାଁନ୍ତି ଟେଲି ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର : ପୁଣି ଓଡ଼ିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାଁନ୍ତି ଧାରାବାହିକ ଅଭିନେତା ସୋମାଦତ୍ତ  । ହୃତଘାତରେ ମୃତ୍ୟ ହୋଇଥିବା ଖବର ମିଳିଛି  । ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସହିଦ୍‌ନଗର…