ବିଳାସପୂର୍ଣ୍ଣ ଶେଷଶଯ୍ୟା: ଏଠି ଶେଷକୃତ୍ୟ ସହ ଶୁଭକାମ ବି ହୁଏ
ନାଁ ତା’ର ଶ୍ମଶାନ । ହେଲେ ଥରେ ଦେଖିଲେ ଆଖି ଲାଖିଯିବ । ଘଡିଏ ଅଟକି ଯିବାକୁ ମନ କହିବ । ଶ୍ମଶାନ ନାଁ ଶୁଣିଲେ ମଣିଷ ମନରେ ଭୟ ଭାବ ସୃଷ୍ଟି ହେବା ସାଧାରଣ କଥା । ହେଲେ ଏ ଶ୍ମଶାନକୁ ଦେଖିଲେ ମନ କହିବ ଏଠାରେ ଦଣ୍ଡେ ରହିଯିବାକୁ ।
ଏହା ଏମିତି ଏକ ଶ୍ମଶାନ ଯେଉଁଠି ଖାଲି ଅଶୁଭ ନୁହେଁ…