Latest Odisha News

BREAKING NEWS

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଆୟୁଷ ଡାକ୍ତର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ଶତାଧିକ ଆୟୁଷ (ଆୟୁର୍ବେଦ) ଡାକ୍ତରମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମଜି ଛକରେ ଧାରଣା ଦେଇଛନ୍ତି। ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଙ୍ଘ ବ୍ୟାନରରେ ଏକ ରାଲି କରିଥିଲେ। ଶୋଭାଯାତ୍ରା କରି ଲୋୟର…

ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ସେ ଏବେ ରହିଛି। ଏହି ସମୟରେ ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଗୋପାଳ ଦାସର ମାନସିକ…

ସାମ୍ନାକୁ ଆସିଲା ନବ ଦାସଙ୍କୁ ଗୋପାଳ ଗୁଳି କରୁଥିବା ସମୟର ଫଟୋ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଏଏସଆଇ ତଥା ବହିଷ୍କୃତ ପୋଲିସ ଅଧିକାରୀ ଗୋପାଳ ଦାସଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜାନୁଆରୀ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରୁଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଯେଉଁ ସବୁ…

୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା ଗୋପାଳ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳକୃଷ୍ଣ ଦାସ ୨୦୧୪ରେ ମାନସିକ ରୋଗର ଚିକିତ୍ସା ପାଇଁ ଅନାଧିକୃତ ଛୁଟି ନେଇଥିଲା। 'ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ'ର ରିପୋର୍ଟରୁ ଏହି ସୂଚନା ମିଳିଛି। ୨୦୧୪ରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର…

ବଲିଉଡ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ବଲିଉଡ ଗାୟକ ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ତାଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ ’ କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି। ସୋନୁ ନିଗମଙ୍କ ବନ୍ଧୁ ରବାନୀ ମୁସ୍ତଫା ଖାନ ଏଥିରେ ଆହତ…

ପୁଣି ଭୂକମ୍ପରେ ଥରିଲା ତୁର୍କୀ, ଏଥର ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି

ନୂଆଦିଲ୍ଲୀ: ସୋମବାର ପୁଣି ଭୂକମ୍ପରେ ଥରିଛି ତୁର୍କୀ। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ତୁର୍କୀ-ସିରିଆ ସୀମା ଅଞ୍ଚଳରେ ଦୁଇ କିଲୋମିଟର ଗଭୀରତାରେ ୬.୪ ତୀବ୍ରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନୂଆ ଭୂକମ୍ପ ଯୋଗୁଁ ଦକ୍ଷିଣ ତୁର୍କୀରେ ଆହୁରି ବିନାଶ ହେବାର ସମ୍ଭାବନା…

ନୀତି ଆୟୋଗର ନୂଆ ସିଇଓ ହେଲେ ବିଭିଆର ସୁବ୍ରମଣ୍ଯମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ୧୯୮୭ ମସିହାର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନର ସିଇଓ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ୍ ଆୟର ବର୍ତ୍ତମାନ ବିଶ୍ୱ…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

ଜେଜେମାଙ୍କୁ ଗର୍ଭବତୀ କଲେ ନାତି : ସୋସିଆଲ ମିଡ଼ିଆରେ ସେୟାର କଲେ ରୋମାଣ୍ଟିିକ୍ ଫଟୋ

ଏହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇପାରିବ । କାରଣ ସମ୍ପର୍କର ଧାରା ଭିତରେ ଏହା କିଛି ଅଲଗା । ବିଶ୍ୱାସ ନ ହେଉ ଥିଲେ ବି ସତ ବୋଲି ମାନିବାକୁ ପଡ଼ିବ । ନିଜ ଜେଜେମାଙ୍କୁ ଗର୍ଭବତୀ କଲେ ନାତି । ନିଜ ନାତିଙ୍କୁ ଖୁବ୍ ଭଲ ପାଉଥିଲେ ଜେଜେମା । ବୃଦ୍ଧାବସ୍ଥାରେ ତା’ ସନ୍ତାନର ମାଆ ହେବାକୁ…

ଘରେ ଘରେ ପହଞ୍ଚିବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା

କଟକ: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତ୍ତମାନ ପଦାରେ ପଡ଼ିଲାଣି ।…