ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ
ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।
ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା…