ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର: ଲୋକେ ଦେଖି ଆଶ୍ଚର୍ଯ୍ୟ
ପାଟନା: ସୁନା,ଟଙ୍କା,ଗାଡ଼ି କିମ୍ବା ମୋବାଇଲ ଚୋରି ହେବା କଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ ଶୁଣିଛନ୍ତି ମୋବାଇଲ ଟାୱାରକୁ ଚୋର ଚୋରି କରି ନେବା । କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନେ ଏକ ମୋବାଇଲ ଟାୱାରକୁ ଚୋରି କରି ନେଇଛନ୍ତି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…