ଭାଷା ଭାଗବତ : ବିଶ୍ବର ଉପକାର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତରଂଗ ପରି ଚିଂତାବଳି
ତଟକୁ ଚୁମି ଯାଏ ଚାଲି
ତା'ପରେ ଫେରିଆସେ ବୋଲି
ପାଣି ସହିତ ଥାଏ ବାଲି
ପାଣି ଓ ବାଲିର ଏ ପ୍ରୀତି
ମଝିରେ ନାହିଁ ଲାଜ, ଭୀତି
ସ୍ବାଗତ, ବିଦାୟ ସର୍ବଦା
ଏ ପ୍ରେମ ପାଇଁ ନୁହେ ବାଧା
ଶିଳାର ବିଚୂର୍ଣିତ ରୂପ…