ଓସ୍କାର ମଞ୍ଚରେ ଲାଇଭ ପରଫମାନ୍ସ ହେବ ‘ନାଟୁ ନାଟୁ’ ଗୀତ; ପଫରମାନ୍ସ ପାଇଁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’ ଫିଲ୍ମ । ଓସ୍କାର ୨୦୨୩ ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ…