ଦେଶୀ ଗାର୍ଲ ଗୀତରେ ଶାଢ଼ୀ ପିନ୍ଧି ଠୁମକା ଲଗାଇଲେ ବରଯାତ୍ରୀ
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆମକୁ ଶିକ୍ଷା ଦେଇଥିବା ବେଳେ କିଛି ଭିଡିଓ ଆମ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା ଚଳଚ୍ଚିତ୍ର ଦୋସ୍ତାନାରେ ପ୍ରିୟଙ୍କା ଚୋପ୍ରାଙ୍କ…