ବିଳମ୍ବିତ ରାତିରେ କାରକୁ ପିଟିଦେଲା ଟ୍ରକ; ଜଣେ ମୃତ
କଟକ:ଜିରୋ ପାଟାଲିଟି ସପ୍ତାହ ପାଳନ ଚାଲିଛି । ମୃତ୍ୟୁ ସଂଖ୍ୟା ଶୂନ କରିବାକୁ ପରିବହନ ବିଭାଗ ସଚେତନତା ସୃଷ୍ଟି କରୁଛି । ଏପଟେ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । ଗଡି ଚାଲିଛି ମୁଣ୍ଡ । ଝାରସୁଗୁଡା ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ତିନୋଟି ଟ୍ରକ ମୁହାଁମୁହିଁ ଧକ୍କା ଘଟି…