ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର…