Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

​​​​​​​ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ମ୍ୟାଡାମ। ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନା’ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା…

Ration Card Holder: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମିଳିପାରେ ଅଧିକ ଚାଉଳ

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାସନ କାର୍ଡଧାରୀଙ୍କ ପାଇଁ ମାସିକ ଚାଉଳ ଆବଣ୍ଟନକୁ ଦ୍ୱିଗୁଣିତ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର…

କଂଗ୍ରେସ ଭବନ ଆଗରେ ନାଣ୍ଡୁ ବାବୁଙ୍କ ହାଇଡ୍ରାମା, ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା, ନାଣ୍ଡୁବାବୁ ଜିନ୍ଦାବାଦ ନାରାରେ କମ୍ପିଥିଲା କଂଗ୍ରେସ ଭବନ । ବଡଚଣାରୁ ଆସିଥିଲେ ହଜାର ହଜାର ସମର୍ଥକ । ସାଙ୍ଗରେ ଥିଲେ ଯାତ୍ରା ମାଲିକତଥା କଂଗ୍ରେସ ନେତା ନାଣ୍ଡୁ ବାବୁ । ଫୁଲ ହାର ଦେଇ ସମର୍ଥକ ମାନେ ତାଙ୍କୁ ପାଛୋଟି ଆଣିଥିଲେ । ହେଲେ କଂଗ୍ରେସ…

ନୂଆପଡାରେ ସରଗରମ ରାଜନୀତି, କଂଗ୍ରେସ ଓ ବିଜେପିରେ ମିଶିଲେ ଅନେକ କର୍ମୀ

ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତେ ବଢିବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତା ମାନେ ନିଜ ଦଳରେ ଅନ୍ୟ ଦଳର କର୍ମୀଙ୍କୁ ମିଶ୍ରଣ କରୁଛନ୍ତି । ବିଜେପି ବିଦ୍ଧିବଦ୍ଧଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିରାଟ ମିଶ୍ରଣ ପର୍ବର ଆୟୋଜନ…

ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ବରିଷ୍ଠ ନେତା ତଥା ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଦୀର୍ଘଦିନରୁ ଅସୁସ୍ଥ ଥିଲେ। ୯୨ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେମେନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ର…

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା

ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା…

କିମ୍ସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

ଭୁବନେଶ୍ୱର: କିମ୍ସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ…

Supreme Court: ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି। ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ମିଳିଛି ଅନୁମତି। ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି, ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ। ନିୟମ…

ଚିରନିଦ୍ରାରେ ପଙ୍କଜ ଧୀର; ମହାଭାରତରେ ‘କର୍ଣ୍ଣ’ ଭୂମିକା ନିଭାଇଥିଲେ…

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ନିଧନ ହୋଇଯାଇଛି। ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ପଙ୍କଜ କର୍କଟ ରୋଗ ସହ ଲଢ଼ି ସଫଳତା ପାଇଥିଲେ। କିନ୍ତୁ ଗତ କିଛି ମାସ ମଧ୍ୟରେ…