କୋଣାର୍କରେ ଜବରଦସ୍ତ ଉଠାଇନେଲେ ଦୁର୍ବୃତ୍ତ; ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ
କୋଣାର୍କ:କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଅପହରଣ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ (୩୫) ନାମକ ଯୁବକ ନିଜ ସାଙ୍ଗଙ୍କ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ । ତେବେ ରାତିରେ ଭୁବନେଶ୍ୱର ଫେରିବା ବେଳେ…