୧୯ ଓପିଏସ ଅଧିକାରୀଙ୍କୁ ବଦଳି
ଭୁବନେଶ୍ୱର: କଟକ ସଂଘର୍ଷ ଏବଂ ବ୍ରହ୍ମପୁରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ନିର୍ମମ ହତ୍ୟା ପରେ ଓଡ଼ିଶା ସରକାର ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି କରିଛନ୍ତି।
ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀରରେ ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟରତ ଆଲୋକ କୁମାର ଜେନାଙ୍କୁ…