Latest Odisha News

BREAKING NEWS

ସ୍କୁଟିରେ ଭୟଙ୍କର ବିସ୍ଫୋରଣ, ୬ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁରରେ ମୂଳଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ଥିବା ମର୍କଜ ମସଜିଦ ନିକଟରେ ଦୁଇଟି ସ୍କୁଟିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହଠାତ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ଉଭୟ ସ୍କୁଟିରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ…

ଓଡିଶା ଛବିକୁ ମଳିନ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ପୋଲିସ ପ୍ରଶାସନକୁ…

ୱାଙ୍ଖେଡରେ ଏବେ ଲାଗିବ ଏହି ମହାନ ଖେଳାଳିଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ୱାଙ୍ଖେଡ ଷ୍ଟାଡିୟମରେ ୨୦୨୩ରେ ଲଗା ଯାଇଥିଲା । ଏବେ ଆଉ ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବ ଚୟନ କମିଟି ମୂଖ୍ୟ…

ମାତ୍ର ୬୦ ମିନିଟରେ ବିଶ୍ୱର କୌଣସି ସ୍ଥାନରେ ପାର୍ସଲ ପହଞ୍ଚାଇ ପାରିବେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିକାଲି କ୍ଵିକ୍ କମର୍ସ କମ୍ପାନୀମାନେ ପାର୍ସଲ ଡେଲିଭରୀ ଦୁନିଆରେ ହଟଚମଟ ସୃଷ୍ଟି କରିଛନ୍ତି। କେତେକ କମ୍ପାନୀ ୧୦ରୁ ୧୫ ମିନିଟ୍ ଭିତରେ ଘରେ ସାମଗ୍ରୀ ପହଞ୍ଚାଇ ଦେଉଛନ୍ତି, ଆଉ କେତେକ ଏକ ଦୁଇ ଦିନରେ ଏକ ସହରରୁ ଅନ୍ୟ ସହରକୁ ପାର୍ସଲ ପଠାଉଛନ୍ତି। ଆନ୍ତର୍ଜାତୀୟ ପାର୍ସଲ କଥା…

Switches to Zoho Mail: ଅଲବିଦା Gmail; ଜୋହୋ ମେଲକୁ ସ୍ୱିଚ୍ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର (୮ ଅକ୍ଟୋବର, ୨୦୨୫) ଘୋଷଣା କରିଛନ୍ତି ଯେ, ସେ ତାଙ୍କର ସରକାରୀ ଇମେଲ୍ ଠିକଣା ପରିବର୍ତ୍ତନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ସେ ଘୋଷଣା କରିଛନ୍ତି ଯେ ସେ ଏବେ ଜିମେଲ (Gmail) ବଦଳରେ ଜୋହୋ (Zoho)…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ:ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ସ୍ଥାନରେ ଗିଲଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଭାରତ ଏଠାରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଅଧିନାୟକ ପଦ ଯିବା ପରେ ରୋହିତ ପ୍ରଥମଥର ପାଇଁ ମୁହଁ…

EPFOକୁ ନେଇ ଆସିଲା ବଡ଼ ଖବର, ୧୧ ବର୍ଷ ପରେ ବଢ଼ିବ ପେନସନ୍

ନୂଆଦିଲ୍ଲୀ : EPFOକୁ ନେଇ ଆସିଲା ବଡ଼ ଖବର । ଅକ୍ଟୋବର ୧୦ ଓ ୧୧ରେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ହେବା ନେଇ କୁହାଯାଇଛି। ୧୧ ବର୍ଷ ଧରି ଅପରିବର୍ତ୍ତିତ ରହିଥିବା ସର୍ବନିମ୍ନ ପେନ୍ସନ୍‌ (୧୦୦୦ ଟଙ୍କା)ରେ ବୃଦ୍ଧିର ଆଶା ସହିତ ଏହି ବୈଠକରେ ଏପିଏଫ୍‌ଓ ୩.୦ର…

ଧନଶ୍ରୀଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଚହଲ…

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ୨୨ ଡିସେମ୍ବର, ୨୦୨୦ରେ ବିବାହ କରିଥିଲେ। ଓ ପରେ ୨୦ ମାର୍ଚ୍ଚ, ୨୦୨୫ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ତେବେ ଉଭୟ ୨୦୨୨ରୁ ଅଲଗା ରହୁଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି। ନିକଟରେ ଏକ ରିଆଲିଟି ଶୋ’ରେ…

୨ଟି ଗ୍ରୁପରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ପାଇଁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସମ୍ପୂର୍ଣ୍ଣ ଟିମ ୨ଟି ଗ୍ରୁପରେ ଏହି ଗସ୍ତରେ ଯିବେ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ପିଟିଆଇ ଖବର ଅନୁସାରେ ଗୋଟିଏ ଗ୍ରୁପ ସକାଳେ ଏବଂ ଅନ୍ୟମାନେ ବିଜନେସ କ୍ଲାସ ଟିକେଟର…

୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜୀବ ବିଶ୍ବାଳ ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି। ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ହୋଇଛି। ତେବେ ଆଗାମୀ ନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଗଠନ ଏବଂ…