Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ସି-ଭୋଟର ଏବିପି ସର୍ଭେ: ଗୁଜରାଟରେ ପୁଣି ବିଜେପି ଗଢ଼ିବ ସରକାର!

ନୂଆଦିଲ୍ଲୀ: ସି ଭୋଟର- ଏବିପି ନିଉଜ ସର୍ଭେରେ  ଗୁଜରାଟରେ ପୁଣି ସରକାର ଗଢ଼ିବାକୁ ଯାଉଛି ବିଜେପି । ଓପିନିଅନ ପୋଲରେ ବିଜେପିକୁ ଗତଥର ପାଇଥିବା ୯୯ ଆସନରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଏବିପି ନିଉଜ- ସି ଭୋଟର ସର୍ଭେରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ବିଜେପି…

ମେଦାନ୍ତା ହସ୍ପିଟାଲର ଆଇସିୟୁରେ ମୁଲାୟମ ସିଂହ

ନୂଆଦିଲ୍ଲୀ: ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।  ତାଙ୍କ ଭାଇ ଶିବପାଳ ଯାଦବ, ପୁଅ ଅଖିଳେଶ ଯାଦବ ଓ ବୋହୁ ଅପର୍ଣ୍ଣା ଯାଦବ ମଧ୍ୟ ତାଙ୍କ ପାଖରେ ରହିଛନ୍ତି ।  ବାରମ୍ବାର ତାଙ୍କର…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ଏବେ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଜନସଂପର୍କ ପାଇଁ ବାହାରିବେ । କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ   ଅକ୍ଟୋବର ୬ରେ ଭାରତ ଯୋଡା ଯାତ୍ରାରେ ଅଂଶଗ୍ରହଣ କରିବେ ସୋନିଆ ଗାନ୍ଧୀ ।  ଏବେ ଭାରତ…

ସାଉଥ ଆଫ୍ରିକା ଆଗରେ ଭାରତ ଟାର୍ଗେଟ ଦେଲା ୨୩୮ ରନ

ଗୈାହାଟି: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩ ଉଇକେଟ ହରାଇ ୨୩୭ ରନ କରିଛି। ସାଉଥ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ଏବଂ କେଏଲ ରାହୁଲ ପ୍ରଥମରୁ ଜବରଦସ୍ତ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ୫୭ ରନ କରି ଆଉଟ…

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ତେବେ…

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର :  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ…

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ…

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା…