ଭାଷା ଭାଗବତ : ମାଟିଲଗ୍ନ ଭାଷା ସୁସଂପନ୍ନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୨
ମାତୃଭାଷାକୁ ଭାବି ନ୍ୟୂନ
ନ କଲେ ପଠନ ଲିଖନ
କ'ଣ ହୁଏ ଯେ ଭାଷାବସ୍ଥା
ଦେଖିଲେ ବି ପଶେନି ଚେତା
ଉଦ୍ଧୃତ ବାଣୀର ମହତ୍ତ୍ୱ
ବୁଝି ପାରେନି ବ୍ୟକ୍ତି ଚିତ୍ତ
ସଂସର୍ଗ ହେଲେ ବ୍ୟକ୍ତିଗତ
ସର୍ବେ ହୁଅଂତି ଉପକୃତ
ପ୍ରତ୍ୟକ୍ଷ…