Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ନାହିଁ କରି ପାରୁ ନାହାନ୍ତି ସୁନ୍ଦରୀ ଝିଅ, ୮ଜଣଙ୍କୁ ବିବାହ…

ବ୍ୟାଙ୍କକ: ଥାଇଲାଣ୍ଡର ଓଙ୍ଗ ଡାମ ସୋରଟ ଗୋଟିଏ ଛାତ ତଳେ ୮ଜଣ ପତ୍ନୀଙ୍କୁ ନେଇ ଶାନ୍ତିରେ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ । ସମସ୍ତ ପତ୍ନୀ ତାଙ୍କ ଉପରେ ଖୁସି ମଧ୍ୟ ଅଛନ୍ତିି । ୮ ପତ୍ନୀଙ୍କ ମଧ୍ୟରେ କେବେ ହେଲେ ଅଶାନ୍ତି ମଧ୍ୟ ହୋଇ ନାହିଁ । ପେଶାରେ ସେ ଜଣେ ଟାଟ୍ଟୁ ଆର୍ଟିଷ୍ଟ ।…

ଆମେରିକାରେ ଭୟଙ୍କର ବରଫ ତାଣ୍ଡବ, ପୂର୍ବ ଓ ଉତ୍ତର ଆମେରିକାରେ ୭ କୋଟି ଲୋକ ପ୍ରଭାବିତ

ଆମେରିକା : ଆମେରିକାରେ ତାଣ୍ଡବ ରଚୁଛି ଭୟଙ୍କର ବରଫ ଘୂର୍ଣ୍ଣିଝଡ । ପ୍ରବଳ ବରଫ ଝଡ଼ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ପୂର୍ବ ଓ ଉତ୍ତର ଆମେରିକାରେ ବରଫ ଝଡରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ…

ପୁଷ୍ପା:ଦି ରାଇଜ ପାଇଁ ପ୍ରଥମ ପସନ୍ଦ ଥିଲେ ମହେଶ ବାବୁ

ଚେନ୍ନାଇ: ପୁଷ୍ପା: ଦି ରାଇଜରେ ଅଭିନୟ ପାଇଁ ଏବେ ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ । କ୍ରିକେଟରଠାରୁ ଆରମ୍ଭ କରି ବଡ ବଡ ଅଭିନେତା ଅଲ୍ଲୁଙ୍କ ଷ୍ଟାଇଲକୁ ଫଲୋ କରିବାରେ ଲାଗିଛନ୍ତି । ସମସ୍ତ ବର୍ଗକୁ ପସନ୍ଦ ଆସିଥିବା ଏହି ଫିଲ୍ମ ପାଇଁ କିନ୍ତୁ ମହେଶ ବାବୁ ଥିଲେ ପ୍ରଥମ ପସନ୍ଦ । ପୁଷ୍ପା ମେକର୍ସ…

ଘନେଇଇା ଋଷ-ୟୁକ୍ରେନ ବିବାଦ, ନାଟୋ ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ପଠାଇବାକୁ ବ୍ରିଟେନର ଘୋଷଣା

ଲଣ୍ଡନ : ଘନେଇଇା ୟୁକ୍ରେନ ପ୍ରସଙ୍ଗରେ ଯୁଦ୍ଧ । ନାଟୋ ବାହିନୀ ଲାଗି ଅସ୍ତ୍ରଶସ୍ତ୍ର, ଯୁଦ୍ଧଜାହାଜ ଓ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏସ୍ତୋନିଆକୁ ଏହି ସୈନ୍ୟବଳ ପଠାଯିବ । ନାଟୋ ବାହିନୀ ସହ ସର୍ବଦା ବ୍ରିଟେନ ରହିବ ବୋଲି କହିଛନ୍ତି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଲ୍ ହେବ ମଦ ଦୋକାନ

କଟକ : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । ଭୋଟ ପାଇଁ ଗାଁ ଗାଁରେ ଜମିଲାଣି ପ୍ରଚାର । କିପରି ନିଜ ସପକ୍ଷରେ ଅଧିକ ଭୋଟ ମିଳିବ ସେନେଇ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଯୋଜନା…

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର :ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି । ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍…

କାର୍ ଓ ଟ୍ରକ୍ ମୁହାଁମୁହିଁ, ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ଟ୍ରକ୍ ମୁହାଁମୁହିଁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଲୋନାଭାଲା ଅଞ୍ଚଳରେ । ଖବର ଅନୁସାରେ, ରବିବାର ଗୋଟିଏ ପରିବାରର ୫ ଜଣ କୌଣସି କାର୍ଯ୍ୟରେ ପୁଣେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କାର…

କରୋନା ଟୀକା ନିୟମ କଡାକଡି କରି ଅଡୁଆରେ ପଡିଲେ କାନାଡା ପ୍ରଧାନମନ୍ତ୍ରୀ

ଓଟୱା: କରୋନା ଟୀକା ନିୟମ କଡାକଡି କରିବାକୁ ବିଶ୍ୱର ଅଧିକାଂଶ ଦେଶ ଗୁରୁତ୍ୱ ଦେଉଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ କିନ୍ତୁ ଅଡୁଆରେ ପଡିଛନ୍ତି । ଟୀକାକରଣ ଏବଂ ଏହି ନିୟମକୁ ବିରୋଧ କରି ରାଜଧାନୀ ଓଟୱାରେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିଙ୍କ ଘର ନିକଟରେ ପଂହଚି ଯାଇଥିଲେ ।…

ଓଡିଶା ଓପନ: ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ଜିତିଲେ ସୁପର ୧୦୦ ବ୍ୟାଡମିଂଟନ

କଟକ: ଏଠାରେ ଅନୁଷ୍ଠିତ ଓଡିଶା ଓପନ ବ୍ୟାଡମିଂଟନରେ ଭାରତର ସର୍ବ କନିଷ୍ଠ ଖେଳାଳି ଭାବେ ଉନ୍ନତି ହୁଦା ସୁପର ୧୦୦ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ମିତ ତୋସନିୱାଲଙ୍କୁ ୨୧-୧୮, ୨୧-୧୧ ସେଟରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସ: ପୁରୁଷ…

ଶିଶୁକନ୍ୟା ବିକ୍ରି ଘଟଣା: ବାପା ସମେତ ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ସାନରାଏପଡ଼ା ଅଞ୍ଚଳରେ ଶିଶୁ କନ୍ୟାକୁ ୧୨ ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ଏହି ଘଯଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ୫ ଜଣ ଗିରଫଙ୍କ ମଧ୍ୟରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ୨ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା…