Latest Odisha News

BREAKING NEWS

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା କେସ୍ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଏବେ ଦୈନିକ ସଂକ୍ରମଣ ପାଖାପାଖି ୩ଲକ୍ଷରୁ ୨ ଲକ୍ଷକୁ ଖସିଲାଣି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ମୁହାଁ ହେଲାଣି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ଲକ୍ଷ ୯ହଜାର ୯ହଜାର ୯୧୮ ଆକ୍ରାନ୍ତ ଚିହ୍ନଟ…

ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ ବିଜେତା

ମୁମ୍ବାଇ: ବିସ୍ ବସ୍ ସିଜିନ୍-୧୫ରେ ବାଜି ମାରିଲେ ତେଜସ୍ୱୀ ପ୍ରକାଶ । ଚଳିତ ସିଜିନର ଟ୍ରଫି ନିଜ ନାଁରେ କରିଛନ୍ତି ତେଜସ୍ୱୀ ପ୍ରକାଶ । ତାଙକ୍ ସହ ଟପ୍ ଥ୍ରୀରେ ପହଞ୍ଚିଥିଲେ କରନ କୁନ୍ଦ୍ରା ଓ ପ୍ରତୀକ ସହଜପାଲ । ଏମାନଙ୍କୁ ପଛରେ ପକାଇ ବାଜି ମାରିଲେ ତେଜସ୍ୱୀ । ଟ୍ରଫି ସହ ୪୦ ଲକ୍ଷ ଟଙ୍କାର…

ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ, ନିର୍ମଳାଙ୍କ ବଜେଟ୍ ପେଡି ଉପରେ ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଆଜି ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଏଥିସହ ଆଜି  ୨୦୨୧-୨୦୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଆସନ୍ତାକାଲି ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଆଜିଠୁ ରାଜ୍ୟରେ କମିବ ଶୀତ, ୩ ତାରିଖରୁ ବର୍ଷା

ଭୁବନେଶ୍ୱର: ଜାଡ଼ରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ପାରଦ । ଆଜିଠୁ ରାଜ୍ୟରେ କମିବ ଶୀତ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବଢ଼ିବ । ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏ ରାତିର ତାପମାତ୍ରା…

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି ପଡୋଶୀ ସାଜି ଆମ ଆଖ ପାଖରେ ଅବେଳରେ କରୁଥାନ୍ତି କିଚିରି ମିଚିରି। ଆମର ତ ମୋଟାମୋଟି ଯନ୍ତ୍ର ଜୀବନ ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି। ସେମାନେ ତ ଏମିତି ଓଳିଆରୁ ଗଜା ସହଜରେ…

ଭାଷା ଭାଗବତ : ପରଂପରାର ସଂରକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୨ ଯେ ପଢ଼େ, ଶୁଣେ ଭାଗବତ ସ୍ବତଃ ହୁଏ ସେ ଶୃଂଖଳିତ ଏହାର ପ୍ରଭାବ ଅଦ୍‌ଭୁତ ମର୍ମରେ ହୁଏ ଅନୁଭୂତ ଧାଡ଼ିକ ନଅଟି ଅକ୍ଷର ବହନ କରେ ଭାବଭାର ସରଳ ଶବ୍ଦ ସମାବେଶ ଭାଷାରେ ଭରିଦିଏ ରସ ଏହାର ପଠନ ବ୍ୟାଖ୍ୟାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୬୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶରଣ ରକ୍ଷଣ ମହାବାହୁ ବୋଲି ଆମ୍ଭେମାନେ କହିଥାଉ। ଅର୍ଥାତ ଯିଏ (ଭକ୍ତ )ତାଙ୍କର ଶରଣ ନିଏ, ତାକୁ ଶ୍ରୀଜଗନ୍ନାଥ ନିଶ୍ଚୟ ରକ୍ଷା କରନ୍ତି। ଏଠାରେ ପ୍ରଶ୍ନ…

ପୁଲିସ ଅଧିକାରୀଙ୍କ କାର ସହ ଧକ୍କା, ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ରାସ୍ତାର ସଇଁତଲା ଥାନା ଗୋଏଲଭାଡ଼ି ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ରମେଶ ନାଗ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କାରଟି ବଡ଼ମାଳ ପୁଲିସ ଅଧିକାରୀ ସର୍ବେଶ୍ୱର…

ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଂଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ…

ଆସନ୍ତା ବୁଧବାରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ…