Latest Odisha News

BREAKING NEWS

ନବରଙ୍ଗପୁରରେ ବଢୁଛି ସଂକ୍ରମଣ : ଆଜିଠାରୁ ଫେବୃଆରୀ୧୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର କୋର୍ଟରେ କର୍ମଚାରୀ ସଂକ୍ରମିତ ହେବାରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜରୁରୀ ବୈଠକ ଜିଲ୍ଲା କୋର୍ଟ ପରିସରରେ କରାଯାଇଥିଲା । ସଂଘ ସଭାପତି ଓ ସମ୍ପାଦକଙ୍କ ଧ୍ୟକ୍ଷତାରେ ଏହି…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦୃତ ଗତିରେ ବଢିବାରେ ଲାଗିଛି । ରାଜନେତାଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରେଟି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହି ତାଲିକାରେ ଏବେ ଯୋଗ ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ସେ ଟ୍ୱିଟ୍…

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୂଣ୍ୟ

ବାରିପଦା: ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ୧୨ ମାସରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର। ସେହି ଆଧାରରେ ସୂର୍ୟ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ୟ୍ୟ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।…

ମଲାଇକା-ଅର୍ଜୁନଙ୍କ ୪ ବର୍ଷର ସମ୍ପର୍କ ଭାଙ୍ଗିଲା !

ମୁମ୍ବାଇ: ୪ ବର୍ଷ ପରେ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କାପୁରଙ୍କ ବ୍ରେକ ଅପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏ ନେଇ ମଲାଇକା କିମ୍ବା ଅର୍ଜୁନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଏହି ସମ୍ପର୍କ ଭାଙ୍ଗିବା ପରେ ମଲାଇକା ଭାଙ୍ଗି ପଡିଥିବା ନେଇ…

ଭାରତରେ କୋଭିଡ ଅନୁଦାନ ରୂପେ ମିଳିବ ମୁଣ୍ଡପିଛା ୫ହଜାର ଟଙ୍କା, କେତେ ସତ ?

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ! ଏହି ଅର୍ଥରାଶିକୁ କେନ୍ଦ୍ର ସରକାର ଜାନୁଆରୀ ୧୫ ପର୍ଯ୍ୟନ୍ତ ପ୍ରଦାନ କରିବେ । ଏଭଳି ଏକ ବାର୍ତ୍ତା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଖବରକୁ ନେଇ କେନ୍ଦ୍ର କିମ୍ବା…

ପୁରୀରୁ ୧୨୦ଗ୍ରାମ ବ୍ରାଉନସୁଗର ଜବତ , ୫ ଗିରଫ

ପୁରୀ:  ବ୍ରାଉନସୁଗର କାରବାର ଉପରେ ପୋଲିସର ନଜର ।  ପୁରୀ ବାସେଳିସାହୀ ପୋଲିସ ହାତରେ ଧରାପଡିଛନ୍ତି ବ୍ରାଉନସୁଗାର ବେପାରୀ । ଏସଟିଏଫ୍ ଓ ବାସେଳୀସାହି ପୋଲିସ ଚଢାଉ କରି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାସହ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ…

ଦେଶରେ ୪,୮୬୮ରେ ପହଞ୍ଚିଲାଣି ଓମିକ୍ରନ୍‌ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦୦ରେ ପହଞ୍ଚିଲାଣି। ଦେଶରେ ଏପର୍ଯ୍ୟନ୍ତ ୪,୮୬୮ ଟି ମାମଲା ଦେଶରେ ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି। ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଯଥାକ୍ରମେ ୧୨୮୧…

ମାଲକାନଗିରିରେ ଭାରରେ ବୁହା ହେଲା ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ମାଲକାନଗିରିରେ ବିଏସଏଫ ବାହିନୀର ଜନକଲ୍ୟାଣ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ । ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ…

ଅମରିନ୍ଦର ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ‌ସେ ନିଜେ ସୂଚନା ଦେଇଛନ୍ତି। ସେ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ଯେ, "ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାସହିତ ତାଙ୍କ…