ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଅନୁଯାୟୀ ଜାନୁଆରୀ ଶେଷ ସୁଦ୍ଧା ଭାରତରେ କୋଭିଡ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ରିପୋର୍ଟ ଅନୁଯାୟୀ ପ୍ରାୟ ୮ ମାସ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ମାମଲା ୨ ଲକ୍ଷ ଟପିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨, ୪୭,୪୧୭ ଟି…