[ଭିଡିଓ] ୟୁକ୍ରେନରେ ଫସିଲେ ଅନୁଗୁଳ ପୁଅ ଆଲୋକ ,ଉଦ୍ଧାର ପାଇଁ ପରିବାର କଲେ ନିବେଦନ
ଅନୁଗୁଳ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ । ଏହି ସମୟରେ ୟୁକ୍ରେନରେ ଫସିଛନ୍ତି ଓଡିଆ ଯୁବକ ଯୁବତୀ । ଅନଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ ଏବିବିଏସ୍ ପାଠପଢୁଥିଲେ । ୟୁକ୍ରେନ ଉପରକୁ ଋଷ୍ ଆକ୍ରମଣ କରିବା ପରେ ଫସି ଯାଇଛନ୍ତି ଆଲୋକ ।
ୟୁକ୍ରେନରେ ଆଲୋକ…