ବେଙ୍ଗଲ ରଣଜୀ ଟ୍ରଫି ଟିମର ୭ ଖେଳାଳି କରୋନା ସଂକ୍ରମିତ, ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ
କୋଲକାତା: ବେଙ୍ଗଲ ପଶ୍ଚିମବଙ୍ଗ ରଣଜୀ ଟ୍ରଫି କ୍ରିକେଟ ଟିମର ୭ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ରଣଜୀ ଟ୍ରଫି ଆୟୋଜନ ନେଇ ଦ୍ୱନ୍ଦ୍ୱରେ ପଡିଛି ବିସିସିଆଇ । ଏ ନେଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ସମସ୍ତ ବେଙ୍ଗଲ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ…