Latest Odisha News

BREAKING NEWS

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ…

ନବରଙ୍ଗପୁର SBI ମୁଖ୍ୟ ଶାଖାର ଦୁଇଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ, ବ୍ୟାଙ୍କ ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଘାରିଲାଣି କୋଭିଡ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରୁ ଆଜି ୫ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇଜଣ କର୍ମଚାରୀ ଆଜି ପିଜିଟିଭ୍ ଚିହ୍ନଟ ହେବାପରେ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ବୋନ୍ କ୍ୟାନ୍ସର ପୀଡ଼ିତ ମନୋଜ

ଉମରକୋଟ: ଜୀବନ ପାଲଟିଛି ଯନ୍ତ୍ରଣା ଦାୟକ । ପାଖରେ ଅଛି ଅର୍ଥ ନା ସହଯୋଗ । ଏହାରି ଭିତରେ ଚାଲିଛି ସଂଘର୍ଷ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷି ନଗରର ମନୋଜ କୁମାର ନାୟକ । ବୋନ୍ କ୍ୟାନସରରେ ପୀଡ଼ିତ ହୋଇ ମନୋଜ ଏବେ ସହାୟତା ଅପେକ୍ଷାରେ ରହିଛନ୍ତି । ହେଲେ ଚିକିତ୍ସା…

୨୦୨୨ରେ ଶେଷ ହେବ ମହାମାରୀ କରୋନା!

ନୂଆଦିଲ୍ଲୀ: ବିଶ୍ବ ସ୍ତରରେ କରୋନାଭାଇରସ୍ ରୋଗ ବୃଦ୍ଧି ପାଇବା ସହିତ ଓମିକ୍ରନ୍ ଭାରିଆଣ୍ଟ ଧୀରେ ଧୀରେ ଅନେକ ଦେଶରେ କାୟା ମେଲାଇ ଚାଲିଛି। (WHO) ମୁଖ୍ୟ କହିଛନ୍ତି ଯେ ଏହି ମହାମାରୀ ୨୦୨୨ ମସିହାରେ ଶେଷ ହୋଇପାରେ। ଶରୀର କହିଛି, ଯଦି ଆମେ ଅସମାନତାକୁ ସମାପ୍ତ କରୁ, ତେବେ ମହାମାରୀକୁ…

ଆଉ ପୋଷାକ ଦୋକାନରେ ରହିବନି ମେନିକୁଇନ୍‌!

କାବୁଲ: ଏଣିକି ପେ‌ାଷାକ ଦୋକାନରେ ଥିବା ମେନିକୁଇନ୍‌ ମୁଣ୍ଡକାଟ କରିବ ତାଲିବାନ। ଏହାକୁ ଶିରିୟା ନିୟମର ଉଲ୍ଲଂଘନ ବୋଲି କହି ତାଲିବାନ ବର୍ତ୍ତମାନ ହେରାଟ ପ୍ରଦେଶର ପୋଷାକ ଦୋକାନରେ ମେନିକୁଇନ୍‌ର ମୁଣ୍ଡକାଟ କରିବାକୁ ନିଷ୍ପତ୍ତି ନେଇଛି। ପୋଷାକ ଦୋକାନରେ ଦେଖାଯାଉଥିବା ଏହି…

ନିଜ ବ୍ରେସଲେଟ୍‌ ପଛ‌ର ରାଜ୍‌ ଖୋଲିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଲୁକ ଓ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ଦବାଙ୍ଗ ଖାନ ତଥା ଭାଇଜାନଙ୍କ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତାଙ୍କ ଲୁକ୍‌କୁ ସମସ୍ତେ ଫଲୋ ମଧ୍ୟ କରନ୍ତି। ସଲ୍‌ମାନଙ୍କ…

ଲଖିମପୁର ଖେରୀ ହିଂସା; ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ ସୋମବାର, ଜାନୁୟାରୀ ୩ ରେ ଲଖିମପୁର ଖେରୀ ହିଂସା ମାମଲାରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ମାମଲାରେ ପୋଲିସ ପୂର୍ବତନ ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ଅକ୍ଟୋବର ୩ରେ…

୨ ମାସର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ପିଶାଚୀ ମା’

କେନ୍ଦ୍ରାପଡା : ଜନ୍ମ କଲା ଶିଶୁକୁ ମାରିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ କାନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି କୁଅରେ ଫିଙ୍କିଦେଲା ଡାହ।ଣୀ ମା’ । ସୂଚନା ମିଳିଛି କୁଆଡେ ପରକୀୟା ପ୍ରତିଯୋଗୁଁ ଏଭଳି ହତ୍ୟା…

ଓଟିଟିରେ ରିଲିଜ କରିବ ଫିଲ୍ମ ‘୮୩’!

ନୂଆଦିଲ୍ଲୀ: ଲୋକମାନେ କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ '୮୩' କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, କିନ୍ତୁ ଏହା ଦର୍ଶକଙ୍କୁ ‌ସେତେଟା ଆଦୃତ କରିପାରିନାହିଁ। ଏହା ଦର୍ଶକଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ…

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପୋଲିସ ଡିଜିପି ସୁନୀଲ ବଂଶଲ

ପୁରୀ : ନୂଆ କରି ଦାୟିତ୍ୱ ନେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ ପୁରୀରେ ପହଁଞ୍ଚିଛନ୍ତି । ବଂଶଲ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ…