Latest Odisha News

BREAKING NEWS

ଖାଇବା ପ୍ଲେଟ୍‌ରୁ ବାହାରିଲା ମଲା ମୂଷା; କମ୍ପାନୀ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ସ୍ଥାନରୁ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ। ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟ ପ୍ଲେଟରେ ଏକ ମଲା ମୂଷାର ଚର୍ମ ଦେଖିବାକୁ ମିଳିଥିବା ଖବର ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି…

ଏନସିବିରୁ ସମୀରଙ୍କ ଛୁଟି, ଡିଆରଆଇକୁ ଫେରିଲେ

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ସୋମବାର ବଡ ଝଟକା ଲାଗିଛି । ଏନସିବି ତାଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରି ନାହିଁ । ୩୧ ଡିସେମ୍ବର ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସମୀର ପୂର୍ବ ଭଳି ଡିଆରଆଇକୁ ଫେରି ଯାଇଛନ୍ତି । ଏନସିବିକୁ ଆସିବା ପୂର୍ବରୁ ସମୀର ଏହି…

ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା…

ଜନତା ଦରବାରରେ ୧୪ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦରବାରରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ପରୀକ୍ଷଣରେ ଏମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ଜନତା ଦରବାରରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଗଳା ଯନ୍ତ୍ରଣା ହେଉଥିବା ମଧ୍ୟ…

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ…

ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ, ଶାହାରୁଖଙ୍କ କାମିଓ

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ ଓ ଶାହାରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ପ୍ରଡ୍ୟୁସର କରନ ଜୋହର କହିଛନ୍ତି । ଏହାକୁ କେବଳ କାମିଓ କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ରଣବୀର କାପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆମେ ଏ ଭଳି ଏକ…

ଓମିକ୍ରନ୍‌ ଭୟ; ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ବୋଲ ମାନୁନି କରୋନା। ଦିନକୁ ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ଦିଲ୍ଲୀରେ ନୂତନ କୋଭିଡ ମାମଲା ୪୦୦୦ ଟପିଛି ଏବଂ ପଜିଟିଭିଟି ହାର ୬% ରୁ ଅଧିକ ରହିଛି। ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାୟ…

ଏଣିକି ବୈଷ୍ଣବ ଦେବୀ ଯାତ୍ରା ପାଇଁ କେବଳ ଅନ୍‌ଲାଇନ୍‌ରେ କରିହେବ ବୁକିଂ

ନୂଆଦିଲ୍ଲୀ: ବୈଷ୍ଣୋଦେବୀ ମନ୍ଦିର ପରିସରରେ ଦଳାଚକଟାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀ ମନ୍ଦିର ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଭକ୍ତମାନେ ବୈଷ୍ଣୋଦେବୀ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ। ଅଫଲାଇନ୍ ବୁକିଂ ନିୟମକୁ ବନ୍ଦ କରାଯାଇଛି।…

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଏକତା କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ କରିଛନ୍ତି। ସେ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ ପରିବାରବର୍ଗଙ୍କୁ କରୋନା…