Latest Odisha News

BREAKING NEWS

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଆଉ ଜଣେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ କିରାଣୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନ-୧ର କନିଷ୍ଠ କିରାଣୀ ଏଲ୍. କାମାରାଜୁ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଆଙ୍କୁଲିରେ ଦୁଇ ମହଲା କୋଠାରେ ରେଡ୍…

ରାଜଧାନୀରେ ହାତୀ: ରାତିରେ ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ପଶି ଘର ଭଙ୍ଗିଲେ

ଭୁବନେଶ୍ୱର: ରାଜଧାନୀରେ ପଶିଲେ ହାତୀ । ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ସରସ୍ୱତୀ ବସ୍ତିରେ ହାତୀ ଆତଙ୍କ । ଗତକାଲି ରାତିରେ ୩ଟି ହାତୀ ସରସ୍ୱତୀ ବସ୍ତିରେ ପଶିଥିଲେ । ଲୋକଙ୍କ ଘର ଭାଙ୍ଗିଛନ୍ତି । ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଛୁଆ ହାତୀକୁ ନେବା ପାଇଁ ସରସ୍ୱତୀ…

ଆଜିଠୁ ପାଞ୍ଚ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଆଜିଠୁ ବନ୍ଦ ରହିବ ନନ୍ଦନକାନନ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇସାରିଛି । ୩ତାରିଖ ଯାଏଁ ୫ଦିନ ବନ୍ଦ ରହିବ ନନ୍ଦନକାନନ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ…

କ୍ରିକେଟକୁ ବାଏ ବାଏ କହିଲେ ନ୍ୟୁଜିଲାଣ୍ଡର ଏହି କ୍ରିକେଟର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ରସ୍ ଟେଲର । ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆରେ ଆଜି ସକାଳୁ ସକାଳୁ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରସ୍ ଟେଲର୍ । ଟ୍ୱିଟ୍ କରି ନିଜେ ସୂଚନା…

ଆଜି ୨୧ ଜିଲ୍ଲାରୁ ୨୨୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କେସ୍ । ୨୪ ଘଣ୍ଟାରେ ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୯୩ଟି ରହିଛି । ୧୮ ବର୍ଷ ଭିତରେ ଆଉ ୩୭ ଜଣ ପଜିଟିଭ୍ ବାହାରିଛନ୍ତି । ଆଜି ୨୧ ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା…

ଦେଶରେ ହଜାରେ ମୁହାଁ ଓମିକ୍ରନ୍ କେସ୍, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଅଧା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ମେଲାଇ ଚାଲିଲାଣି ଓମିକ୍ରନ୍ । ଦୈନିକ କେସ୍ ବଢୁଛି । ଶହେରୁ ଏବେ ପାଖାପାଖି ହଜାରେ ମୁହାଁ ହେଲାଣି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୨ ରାଜ୍ୟରେ ପଶିଲାଣି । ଚିହ୍ନଟ ହୋଇଛି ୯୬୧ ନୂଆ ଭାରିଆଣ୍ଟ କେସ୍ । ଦେଶରୁ ଯେତିକି ଓମିକ୍ରନ୍…

ଆଜି ବିଜେପିର ୧୨ଘଣ୍ଟିଆ ଜୟପୁର ବନ୍ଦ ଡ଼ାକରା

ଜୟପୁର: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଓ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଜୟପୁରରେ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଏହି ବନ୍ଦ କରାଯାଇଛି । ଦୋକାନ, ବଜାର ସମେତ ଚକ, ଅଖ ମଧ୍ୟ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା…

WHOର ସତର୍କବାଣୀ: ଡେଲଟା ସହ ମିଶି ଓମିକ୍ରନ୍ ଆଣିବ କରୋନାର ସୁନାମୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଗ୍ରାସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆମେରିକାରୁ ୟୁରୋପ ମହାଦେଶ ସମସ୍ତେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଆମେରିକାରେ ଦୈନିକ ସଂକ୍ରମଣ ପାଖାପାଖି ୫ ଲକ୍ଷ । ୟୁରୋପ ମହାଦେଶର ଅନେକ ଦେଶରେ କରୋନା ବିସ୍ଫୋରଣ ସୃଷ୍ଟି…