Latest Odisha News

BREAKING NEWS

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ  ଟିକି ଚଢେଇ,ଟିକି ଚଢେଇ ଥଣ୍ଟରେ ନେଉ କିସ, କେଉଁଠି ରହୁ,କେଉଁଠି ଖାଉ, କେଉଁଠି ତୋ'ର ଦେଶ ? ଆକାଶେ ଉଡୁ ମନଖୁସିରେ କେବେ ବଗିଚାସାରା ସାଙ୍ଗମେଳରେ ଥାଉ ପୁଣି ତୁ କେବେ ଏକଲା ବାଆଁରା । ବରଷା ଆଗୁ ଘର କରୁତୁ ଗଛଡାଳ ସନ୍ଧିରେ କାଠି,କୁଟାକୁ ଗୋଟେଇଆଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ଶକ୍ତି ସ୍ୱରୂପିଣୀ ଦକ୍ଷିଣକାଳିକା ରୂପେ ବର୍ଣ୍ଣିତ ହୋଇଥିବାର ଜାଣିଲେ। ସାଧାରଣତଃ ଶ୍ରୀଜଗନ୍ନାଥ ଯେ ପୁରୁଷୋତ୍ତମସ୍ୱରୂପ ପରମ ପୁରୁଷ ଏହା ସର୍ବତଃ…

ଶିମିଳିପାଳରୁ ବିସ୍ଥାପିତ ହେଲେ ୯ ପରିବାର

ମୟୂରଭଞ୍ଜ : ଜାତୀୟ ଉଦ୍ୟାନ ମାନ୍ୟତା ପାଇବ ଶିମିଳିପାଳ । ଯାହାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ, ଏବେ ପୁଣି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କୁ ବିସ୍ଥାପିତ କରାଯାଇଛି । ଶିମିଳିପାଳ କୋର ଏରିଆ ଯମୁନାଗଡରେ ରହୁଥିବା ୯ଟି…

[ଦେଖନ୍ତୁ ଭିଡିଓ] କମଳନାଥ ମହାଦେବ ମନ୍ଦିରରେ ପ୍ରଥମେ ରାବଣ ପୂଜା ପରମ୍ପରା ରହସ୍ୟ

ଉଦୟପୁର: ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜା ପାଠ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ସେମାନଙ୍କର ଅଲଗା ଅଲଗା ରୂପରେ ମନ୍ଦିର ରହିଛି। କିନ୍ତୁ ଯେତେ ପରାକ୍ରମୀ ହେଲେ ମଧ୍ୟ କୌଣସି ସ୍ଥାନରେ ଅସୁର ମାନଙ୍କର ପୂଜା ହୋଇନଥାଏ କି ସେମାନଙ୍କ ମନ୍ଦିର ଥିବାର ଦେଖାଯାଏ। ଅନ୍ୟ ପକ୍ଷରେ…

ସର୍ବସାଧାରଣଙ୍କ ଲାଗି ଖୋଲିଲା ମୁଗଲ ଗାର୍ଡେନ

ନୂଆଦିଲ୍ଲୀ : ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛି ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ମୁଗଲ ଗାର୍ଡେନକୁ ପ୍ରବେଶ କରିବାକୁ ହେଲେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର…

ଭାରତକୁ ଆମେରିକାର ଚେତାବନୀ, ଏଲଏସିରେ ଆକ୍ରମଣ କରିପାରେ ଚୀନ୍

ନୂଆଦିଲ୍ଲୀ : ଭାରତକୁ ଆମେରିକାର ଚେତାବନୀ । ଚୀନ ପଟୁ ମାଡି ଆସିପାରେ ବିପଦ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ବିଶେଷ କରି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ନିଜର ଦବଦବା ଜାହିର କରିବା ସହ ଭାରତ ଉପରେ ଆକ୍ରମଣ କରିପାରେ ବୋଲି କହିଛି ଆମେରିକା । ହ୍ବାଇଟ ହାଉସ ପକ୍ଷରୁ…

ପରିବାର ଲୋକେ ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ, ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି :ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ । ପରିବାର ଲୋକ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ଭୀମାରାଙ୍ଗୀନ ଗାଁରେ ଏପରି ଦୁଃଖ ଦାୟକ ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ସତୀଗୁଡ଼ା ହାଇସ୍କୁଲରେ ଦଶମ…

ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ତୀବ୍ର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏନେଇ ସତର୍କ କରିଛି ଆମେରିକା । ଏହାସହ ଯେତେଶୀଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହ୍ବାଇଟ୍ ହାଉସ ଜାତୀୟ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ ତାରିଖ । ଦିନ ଯେତିକି କମି କମି ଆସୁଛି ସେତିକି ସରଗରମ ହେଉଛି ମାହୋଲ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବିଶେଷ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ…