ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ
ନବରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ କାରବାର । ପୁଣି ନବରଙ୍ଗପୁରରୁ ଜବତ ହେଲା ଗଞ୍ଜେଇ । ବୋଲେରୋ ଓ କାର ଯୋଗେ ଚୋରାଚାଲାଣବେଳେ ୨୭୩କେଜି ଗଞ୍ଜେଇ ଜବତ କରିଛି ପାପଡ଼ାହାଣ୍ଡି ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ବୋଲେରୋରେ ଗଞ୍ଜେଇ ବୋଝେଇ ହୋଇ ରାଇଘରକୁ ଯାଉଥିଲା ।…