Latest Odisha News

BREAKING NEWS

H-1B Visa: ଆଉ ଏକ ଝଟକା ଦେଲେ ଟ୍ରମ୍ପ, H-1B ଭିସା ଫି ବୃଦ୍ଧି, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ…

Passbook Lite: PF ଧାରକଙ୍କ ପାଇଁ ଖୁସି ଖବର; ଏବେ ଗୋଟିଏ କ୍ଲିକ୍‌ରେ ସମ୍ପୂର୍ଣ୍ଣ ଆକାଉଣ୍ଟ ବିବରଣୀ…

ନୂଆଦିଲ୍ଲୀ: EPFO ନିଜର ଡିଜିଟାଲ୍ ପୋର୍ଟାଲକୁ ଅପଡେଟ୍ କରିଛି । ଯାହା ସଦସ୍ୟମାନଙ୍କୁ ଗୋଟିଏ ଲଗଇନ୍ ମାଧ୍ୟମରେ ସମସ୍ତ ସେବା ଏବଂ ଆକାଉଣ୍ଟ ସୂଚନା ପାଇବାକୁ ଅନୁମତି ଦେଇଛି। ଏହା ପୂର୍ବରୁ ଜଟିଳ ଏବଂ ସମୟ ସାପେକ୍ଷ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ପୂର୍ବରୁ, ସଦସ୍ୟମାନଙ୍କୁ…

Iran’s Chabahar Port: ‘ଚାବାହାର ପ୍ରକଳ୍ପ ଉପରେ ଆମେରିକାର ନିଷ୍ପତ୍ତିର ପରିଣାମ ସମୀକ୍ଷା କରୁଛି…

ନୂଆଦିଲ୍ଲୀ: ଆମେରିକା ଇରାନର ରଣନୈତିକ ଚାବାହାର ବନ୍ଦର ଉପରେ ୨୦୧୮ ରେ ଦିଆଯାଇଥିବା ପ୍ରତିବନ୍ଧକ କୋହଳ (Sanctions Waiver)କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୯ ସେପ୍ଟେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୱାଶିଂଟନର "ସର୍ବାଧିକ ଚାପ" ଅଭିଯାନ…

Oscars 2026: ୨୦୨୬ ଓସ୍କାର ଦୌଡ଼ରେ ଏହି ଭାରତୀୟ ଫିଲ୍ମ, ଆସନ୍ତା ୨୬ରେ ପରଦାକୁ ଆସିବ

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର "ହୋମବାଉଣ୍ଡ-Homebound "କୁ ୨୦୨୬ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରଟି ବେଷ୍ଟ ଆନ୍ତର୍ଜାତୀୟ ଫିଚର ବର୍ଗରେ ମନୋନୀତ ହୋଇଛି । (ଶୁକ୍ରବାର) ସେପ୍ଟେମ୍ବର ୧୯ ରେ କୋଲକାତାରେ ଏନ. ଚନ୍ଦ୍ରା ଏହା ଘୋଷଣା କରିଥିଲେ। କରଣ ଜୋହରଙ୍କ…

ଛାତ୍ରଛାତ୍ରୀଙ୍କ ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ସ୍କୁଲରେ ଦୈନିକ ହେବ ଗୀତା ପାଠ: ମନ୍ତ୍ରୀ

ଭୁବନେଶ୍ଵର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢାରେ ଯୋଡିହେବ ଆଉ ନୂଆ ବିଷୟ । ଏଣିକି ନିଜ ବିଷୟ ବସ୍ତୁ ସହ ସ୍କୁଲରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ଏନେଇ ଶୁକ୍ରବାର ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ…

ଗହଣା ଦୋକାନୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଲୁଟ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଅଂଚଳରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ଡକାୟତି ହୋଇଛି । ଅଳଙ୍କାର ଦୋକାନୀଙ୍କ ହାତକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । ଖବରମୁତାବକ, ସିମୁଳିଆ ଥାନାର ମାର୍କୋଣା ପଞ୍ଚାୟତର ରିଆ ଗ୍ରାମର…

ଓଡ଼ିଶାରେ “ସେବା ପର୍ବ” କାର୍ଯ୍ୟକ୍ରମକୁ ସ୍ମରଣୀୟ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସେପ୍ଟେମ୍ବର ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ହେବାକୁଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ପୁଣି ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆଉ ୨ ମାଓବାଦୀ । ନିହତ ହୋଇଥିବା ଦୁଇ ଜଣ ମାଓବାଦୀ ହେଲେ ବିଜାପୁର ପଦନାମ ପାର୍ଟି ସଦସ୍ୟ ସକ୍କୁ ହେମଲା (୩୨) ଏବଂ ଗାଙ୍ଗଲୁର ମିଲିଟାରି ଏରିଆ କମିଟି…

ଭାରତରେ ପ୍ରତି ୩୦ ମିନିଟରେ ଗୋଟିଏ ପରିବାର ହେଉଛନ୍ତି କୋଟିପତି, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଅର୍ଥନୀତି ଏବେ ଧନୀମାନଙ୍କର ନୂଆ ରେକର୍ଡ ସୃଷ୍ଟି କରୁଛି। ମର୍ସିଡିଜ୍‌ ବେଞ୍ଜ ହୁରୁନ୍‌ ଇଣ୍ଡିଆ ଓ୍ଵେଲଥ୍‌ ରିପୋର୍ଟ ୨୦୨୫ ଅନୁସାରେ, ଦେଶରେ କୋଟିପତି ପରିବାରଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ…