Latest Odisha News

BREAKING NEWS

୪୧ ବର୍ଷରେ ମା’ ହେଲେ ଟେଲି ଅଭିନେତ୍ରୀ ଦିବ୍ୟାଙ୍କା

ନୂଆଦିଲ୍ଲୀ: ଟିଭି ଶୋ “ୟେ ହୈ ମୋହବତେଁ” ରେ “ଇଶି ମା” ଭାବରେ ହୃଦୟ ଜିତିଥିବା ଦିବ୍ୟାଙ୍କା ତ୍ରିପାଠୀ ଏବେ ବାସ୍ତବ ଜୀବନରେ ମାଆ ହୋଇଛନ୍ତି। ଏହି ଅଭିନେତ୍ରୀ ଯମଜ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ନିକଟରେ ତାଙ୍କର ଗର୍ଭବତୀ ଫଟୋସୁଟ୍ ଭାଇରାଲ ହୋଇଥିଲା। ତାଙ୍କ ବେବି ବମ୍ପକୁ ସହ ସ୍ୱାମୀ ବିବେକ ଦହିୟାଙ୍କ ସହିତ ତାଙ୍କର ରୋମାଣ୍ଟିକ ପୋଜ୍ କରିଥିଲେ। ଏହି ସମୟରେ ସେ ଧଳା ପୋଷାକ ପିନ୍ଧିଥିଲେ। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

 

Comments are closed.