Latest Odisha News

BREAKING NEWS

ପହିଲାରୁ ରାଜଧାନୀ ରାଜରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ: ପହିଲାରୁ ରାଜଧାନୀ ରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି। ପହିଲାରୁ ଦିଲ୍ଲୀ ସରକାର ସମସ୍ତ ଡିଜେଲ ଯାନ ପଞ୍ଜୀକରଣ ରଦ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଅନୁସାରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର…

ଆସନ୍ତା ସପ୍ତାହରେ ନୋଭାଭାକ୍ସକୁ ମିଳିପାରେ ଇୟୁର ଅନୁମୋଦନ

ନୂଆଦିଲ୍ଲୀ: ନୋଭାଭାକ୍ସ କୋଭିଡ-୧୯ ଟିକା ଆସନ୍ତା ସପ୍ତାହରେ ଇୟୁ ଅର୍ଥାତ୍‌ ୟୁରୋପର ଔଷଧ ନିୟାମକଙ୍କ ଅନୁମୋଦନ ଗ୍ରହଣ କରିପାରେ। ପରବର୍ତ୍ତୀ ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଆମେରିକାର ଔଷଧ ନିର୍ମାତାଙ୍କ ଅଂଶଧନ ୭% ବୃଦ୍ଧି ପାଇବ ବୋଲି ଫାଇନାନସିଆଲ…

ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନର ସମୟସୀମା

ଭୁବନେଶ୍ୱର: ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନ ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ସମୟସୀମା ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ୧୫ତାରିଖ ଯାଏଁ ରହିଥିଲା । ଏହି ସମୟ ସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ…

ଆହୁରି ବଢ଼ିବ ଶୀତ, ରାଜ୍ୟରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ଖସିବ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୩ଡ଼ିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବେ ଥଣ୍ଡା କମିବ ନାହିଁ । ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । ଓଡ଼ିଶାକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ…

କବିତା : ସୃଷ୍ଟିର ବୈଚିତ୍ର୍ୟ

ମାନସ ରଞ୍ଜନ ନାୟକ  ଘୂର୍ଣ୍ଣାୟମାନ ପୃଥିବୀ କେଉଁ ଏକ ଅଦୃଶ୍ଯ ଅକ୍ଷ ଚାରିକଡେ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁ ଡାକ ଦିଏ ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ। ଜୀବନ ଆଗେ…

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ ……  ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ…

ଧାରାବାହିକ ଉପନ୍ୟାସ : ଦେବୀ (୧୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼,…

ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା

ସୁନ୍ଦରଗଡ଼ : ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଛି ଆଇଏସଓ ମାନ୍ୟତା । ଇଣ୍ଟରନ୍ୟାସନାଲ ଆକ୍ୟୁରେଟ୍…

ସୋଆରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ମାନୁଆଲ ଅଫ୍ କ୍ଲିନିକାଲ କେସେସ୍ ଇନ୍ ଇଏନଟି ଆଣ୍ଡ ହେଡ୍-ନେକ୍ ସର୍ଜରୀ’ ପୁସ୍ତକ ଲୋକାର୍ପିତ ହୋଇଛି । ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କ ଦ୍ବାରା ଏହି ପୁସ୍ତକ ଲୋକାର୍ପିତ…