Latest Odisha News

BREAKING NEWS

ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ। ଶନିବାର ଦିନ ଓଡିଶାର ବାଲେଶ୍ବର ଜଗତସିଂହପୁର ଏବଂ ସୋନପୁର ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ ନାହିଁ। ତେବେ ଓଡ଼ିଶାର ଅନ୍ୟ ୬୦୩ଟି କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଜାରି ରହିବ ବୋଲି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ…

‘ଦୁନିଆର ଟପ୍ ମାର୍ଶଲ’ ତାଲିକାରେ ସାମିଲ୍‌ ହେଲେ ବଲିଉଡ ଅଭିନେତା ବିଦ୍ୟୁତ୍‌ ଜାମୱାଲ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯାହା ସର୍ଚ୍ଚ ଇଞ୍ଜିନ ଗୁଗୁଲ ଅନୁଯାୟୀ ତାଙ୍କୁ ‘ଦୁନିଆର ଟପ୍ ମାର୍ଶଲ କଳାକାର’ ଭାବରେ ଦର୍ଶାଉଛି। ଅଭିନେତାଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ତାଙ୍କୁ ଜ୍ୟାକି ଖାନ୍,…

କରୋନାରେ ଲୋକପ୍ରିୟ ତାମିଲ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଅଭିନେତା, ନିର୍ମାତା ତଥା ଲେଖକ ଭେଙ୍କଟ ଶୁଭଙ୍କ ମେ ୨୯ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ସେ ସକାଳ ୧୨.୪୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିିଳିଛି। ସେ ଗତ ଦଶ ଦିନ…

ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ

ବଲାଙ୍ଗିର: ଭାଇର ଜୀବନ ନେଲା ଆଉ ଜଣେ ଭାଇ । ସାନ ଭାଇକୁ ଛୁରୀ ଭୂଷି ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନ୍ତୋଷ କୁଅଁରଙ୍କ ତେଜରାଜ କୁଅଁର । ବଡ଼ଭାଇ ସୁବ୍ରତ କୁଅଁରଙ୍କ ଛୁରା ମାଡ଼ରେ ସାନ ଭାଇର…

୪୩ ବର୍ଷ ତଳେ ବନ୍ଦ ହୋଇଯାଇଥିବା ସ୍କୁଲରୁ ମିଳିଲା ୨୧୫ ଶିଶୁଙ୍କ ମୃତଦେହ

ନୂଆଦିଲ୍ଲୀ: ୪୩ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ସ୍କୁଲରୁ ମିଳିଲା ୨୧୫ ଶିଶୁଙ୍କ ମୃତଦେହର ଅବଶିଷ୍ଟାଂଶ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାସ୍ଥିତ ଆଦିବାସୀ ପିଲାମାନଙ୍କ ପାଇଁ ଏକ ପୂର୍ବତନ ଆବାସିକ ବିଦ୍ୟାଳୟରେ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶୁକ୍ରବାର ଦିନ ଏହାକୁ…

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ନିଷ୍ଠୁର କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ । ୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ମୁଖ୍ୟମନ୍ତ୍ରୀ…

ଭାରତକୁ ୩୦୦ରୁ ଅଧିକ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ଦେଲା ଇରାନ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ ଇରାନ ଶୁକ୍ରବାର ଦିନ ୩୦୦ ରୁ ଅଧିକ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ଭାରତକୁ ପଠାଇଛି।ଏହି ଜରୁରୀ ଡାକ୍ତରୀ ସାମଗ୍ରୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ଏ ନେଇ କରୋନା ମୁକାବିଲା ବିରୁଦ୍ଧରେ ଭାରତର ଲଢେଇରେ ଇରାନ ଦ୍ବାରା ଭାରତକୁ…

ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ, ୭ ଜଣଙ୍କର ମୃତ୍ୟୁ

ଥାନେ(ମହାରାଷ୍ଟ୍ର): ପାଞ୍ଚ ମହଲା ବିଲଡିଂରୁ ଖସିଲା ସ୍ଲାବ୍ । ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଆଉ ୪-୫ ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି । ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି…

ବୁର୍ଲା ଭୀମସାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା

ସମ୍ୱଲପୁର: କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍…

ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଡ: ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ, ୨୨ ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ ସଂଖ୍ୟା ବି ଦ୍ରୁତ କମିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ୍ କ୍ରମାଗତ ପଞ୍ଚମ…