ୟେସ୍ ବ୍ୟାଙ୍କରେ ୬୦୦ କୋଟି ନିବେଶ କରିବ ଆକ୍ସିସ୍ ବ୍ୟାଙ୍କ
ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ୬୦୦ କୋଟି ଟଙ୍କା ନିବେଶକୁ ଆକ୍ସିସ୍ ବ୍ୟାଙ୍କ ବୋର୍ଡ ମଂଜୁରି ପ୍ରଦାନ କରିଛି ।
ୟେସ୍ ବ୍ୟାଙ୍କରେ ନିବେଶ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନେଇ ଗଠନ ହୋଇଥିବା କନସୋର୍ଟିୟମ୍ର ଏକ ଅଂଶ ହେଉଛି ଆକ୍ସିସ୍ ବ୍ୟାଙ୍କ ।
ୟେସ୍ ବ୍ୟାଙ୍କର ୬୦ କୋଟି ଇକ୍ୱିଟି…