ମଙ୍ଗଳରେ ଅବତରଣ କଲା ଚୀନର ଝୁରୋଙ୍ଗ ରୋଭର
ବେଜିଂ: ଚୀନର ଝୁରୋଙ୍ଗ ରୋଭର ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ ହୋଇଛି । ଏଥିସହ ଚୀନ ଦ୍ୱିତୀୟ ଦେଶ ଭାବେ ମଙ୍ଗଳରେ ପାଦ ଥାପିଛି । ଏହା ପୂର୍ବରୁ ଆମେରିକା କେବଳ ଏହି ସଫଳତା ହାସଲ କରିଥିଲା । ୭ ମାସ ଯାତ୍ରା ପରେ ଝୁରୋଙ୍ଗ ମଙ୍ଗଳ କକ୍ଷପଥରେ ଘୁରି ବୁଲିଥିଲା । ଏହାର ଓଜନ ୨୪୦ କିଲୋଗ୍ରାମ,…