Latest Odisha News

BREAKING NEWS

ମା ହେବେ ନେହା? ପତି ରୋହନଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗାୟିକା ନେହା କକ୍କଡଙ୍କ ଗର୍ଭଧାରଣକୁ ନେଇ ବହୁତ କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ, ସେ ନିଜ ବେବି ବମ୍ପ୍‌ର ଫଟୋ ସହିତ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିଲେ। କିନ୍ତୁ ପରେ ଏହା ଏକ ଗୀତ ସୁଟିଂର ଏକ ଚରିତ୍ର ଥିଲା ବୋଲି ଜଣାପଡ଼ିଥିଲା।  ବର୍ତ୍ତମାନ ପୁଣି ଥରେ, ପ୍ରଶଂସକମାନେ…

ବାବା ବାଞ୍ଛାନିଧି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନିତ୍ୟ ମହାପାତ୍ର ତା ପୁଅ ବାହାଘର ପାଇଁ ନିଜ ପରିବାର ଓ କୁଟୁମ୍ବଙ୍କୁ ଏକାଠି କରିବାକୁ ଚାହୁଁଥିଲା। ପୁଅ ବାହାଘରରେ ସମସ୍ତେ ଏକାଠି ହୋଇ ତାକୁ ସହଯୋଗ କରନ୍ତୁ, ସେଇଆ ଆଶା ରଖିଥିଲା ସେ। ସେଥିପାଇଁ ସେ ଓ ତାର ଦୁଇ ପୁଅ ଘର ଘର ବୁଲି…

ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ: ୫ଟି ଉପକ୍ରମ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ସ୍କୁଲକୁ ଲୋକାର୍ପଣ କରିଛନ୍ତି । ବାରିପଦା ଶତାୟୁ ଉଚ୍ଚ ବିଦ୍ୟାଳୟ ମହାରାଜ…

ମୋଦିଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର:କୃଷି ଆଇନ ପ୍ରତ୍ୟାହାର ପାଇଁ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତି ନିଆଯାଇଛି ।…

[ଭିଡ଼ିଓ] ଆ କା ମା ବୈ…ଉତ୍କଳୀୟ ପରମ୍ପରା କାର୍ତ୍ତିକ ପୁର୍ଣ୍ଣିମା

ଭୁବନେଶ୍ୱର: ଆ କା ମା ବୈ... ପାନ ଗୁଆ ଥୋଇ... ପାନ ଗୁଆ ତୋର ମାସିକ ଧରମ ମୋର. . .ଆଜି ହେଉଛି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୁର୍ଣ୍ଣିମା । ବିଭିନ୍ନ ସ୍ଥ।।ନରେ ସାଧବପୁଅଙ୍କୁ ସ୍ମରଣ କରି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ । ଏନେଇ ଜଳାଶୟ ଗୁଡିକରେ ଲାଗିଥିଲା ଗହଳି । ରାଜଧାନୀ…

ମୋଦୀଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଏମିତି ପ୍ରତିକ୍ରିୟା ଦେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରଖ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ରାଜନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।…

ଡ଼ଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ

କାମାକ୍ଷାନଗର: ଡଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ । କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଛି ବଡ଼ ଅଘଟଣ । ନିଖୋଜ ନାବାଳକ ଜଣଙ୍କ ହେଲେ ଭୁବନ ଥାନା ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ । ସୂଚନା ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଆଜି ପ୍ରେକ୍ଷାଳୟରେ ରିଲିଜ୍‌ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’

ନୂଆଦିଲ୍ଲୀ: ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶର୍ଭରୀଙ୍କ ଅଭିନୀତ 'ବଣ୍ଟି ଔର୍‌ ବବ୍‌ଲି୨' ଶୁକ୍ରବାର ଦିନ ତଥା ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବରୁଣ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ, 'ବଣ୍ଟି ଔର୍‌…

ରାକେଶ ଟିକାୟତ କହିଲେ ଏବେ ପ୍ରତ୍ୟାହୃତ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷକଙ୍କ ଦାବି ପୂରଣ କରିଛନ୍ତି କେନ୍ଦ୍ର ସରକାର । ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରି କୃଷକଙ୍କୁ ସେମାନଙ୍କ ଘରୁ ଫେରିଯିବାକୁ ଅପିଲ କରିଛନ୍ତି । କିନ୍ତୁ ଆଜି କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବନି । କୃଷକ ନେତା ରାକେଶ ଟିକାୟତ ଟ୍ୱିଟ୍ କରି…

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କିଏ କଣ କହିଲେ ?

ନୂଆଦିଲ୍ଲୀ: ୩ଟି କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଘୋଷଣାକୁ କୃଷକ ସଂଗଠନ ସ୍ୱାଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେହି କେହି ଏହା କୃଷକଙ୍କ ବିଜୟ ବୋଲି କହିଛନ୍ତି ।…