Latest Odisha News

BREAKING NEWS

ଆଜି ବାହାରିବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା । ହେଲେ କୌଣସି…

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ ବଡ ବିଚିତ୍ର ଘଟଣା ଘଟିଥାଏ, ସହର ବଜାରେ ବୁଲା କୁକୁରଙ୍କ ସଂଖ୍ୟା ସାଂଘାତିକ ଭାବେ କମିଯାଏ! ଦେଖିବାକୁ ମିଳନ୍ତିନି ଆକାଶରେ ଆଉ ସେତେ କାଉ ପାରା ବଣି; ମିଳୁଥାଏ ଯଥେଷ୍ଟ ମଟନ ଚିକେନ ଲୋକେ ନିଅନ୍ତି ଆନନ୍ଦେ କିଣି! ଏଇକଥା ମୁଁ ଯେବେ ପ୍ରିୟ ବାବା…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀମନ୍ଦିରର ଅନ୍ୟତମ ନିର୍ମାତା ଚୋଡ଼ଗଙ୍ଗଦେବଙ୍କ ଶାସନ କାଳ ଦ୍ୱାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାନ୍ ସନ୍ଥ, ଶ୍ରୀବୈଷ୍ଣବ ଧର୍ମର ଅନ୍ୟତମ ପ୍ରବର୍ତ୍ତକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

[ଭିଡିଓ] ଅବକାରୀ ଅଧିକାରୀ କହିଲେ, “ମଦୁଆ ସତ କୁହନ୍ତି”

ଭୁବନେଶ୍ୱର: ଭାରତରେ ମଦ ପିଉଥିବା ସମସ୍ତ ବ୍ୟକ୍ତି ସତ କୁହନ୍ତି । ସର୍ବସମ୍ମୁଖରେ ଗଣମାଧ୍ୟମରେ କିଛି ଏପରି ମନ୍ତବ୍ୟ ଦେଇ ଜଣେ ବରିଷ୍ଠ ଅବକାରୀ ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଖାଲି ଚର୍ଚ୍ଚା ନୁହେଁ ବରଂ ଅବକାରୀ ଅଧିକାରୀଙ୍କ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ…

ଗର୍ଭବତୀଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏମଓୟୁ

ସୁନ୍ଦରଗଡ଼ : ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ । ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗୁପଟିଲ

ରାଂଚୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ ଅବସରରେ ମାର୍ଟିନ ଗୁପଟିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି । ଗୁପଟିଲ ୧୧୧ ଟି୨୦ ମ୍ୟାଚ ଖେଳି ୩୨୪୮ ରନ ସଂଗ୍ରହ କରିଛନ୍ତି ।…

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସୂଚନା…